ସିବିଆଇ ୨୦୨୦ରେ ଫଇସଲା କରିଛି ୮ଶହ ମାମଲା
ସିବିଆଇ ନିର୍ଦ୍ଦେଶକ ରିଷି କୁମାର ଶୁକ୍ଲା କହିଛନ୍ତି, କୋଭିଡ-୧୯ ସତ୍ତ୍ବେ ସିବିଆଇ ୨୦୨୦ରେ ପ୍ରାୟ ୮୦୦ ମାମଲାର ଫଇସଲା କରିଛି। ନୂଆବର୍ଷ ଅବସରରେ ଦେଶର ସିବିଆଇ ଅଫିସରମାନଙ୍କୁ ଭର୍ଚୁଆଲ୍ ମାଧ୍ୟମରେ ଉଦ୍ବୋଧନ ଦେଇ ସେ କହିଛନ୍ତି, ଅଫିସର୍ମାନଙ୍କ ସହଯୋଗ ଦ୍ୱାରା ସିବିଆଇ ଅଧିକ ସଂଖ୍ୟକ!-->…