ଜାତିସଂଘ ସୁରକ୍ଷା ପରିଷଦରେ ଆଜିଠାରୁ ଅସ୍ଥାୟୀ ସଦସ୍ୟ ଭାବେ ଯୋଗଦେବେ ଭାରତ
ୱାଶିଂଟନ : ଜାତିସଂଘ ସୁରକ୍ଷା ପରିଷଦରେ ବ୍ୟାପକ ସହଯୋଗର ଆବଶ୍ୟକତା ଉପରେ ଆଲୋକପାତ କରି ଭାରତ କହିଛି ଯେ ଅସ୍ଥାୟୀ ସଦସ୍ୟ ଭାବରେ କାର୍ୟ୍ୟ କରିବା ସମୟରେ ଭାରତ ମାନବିକ ଅଧିକାର ତଥା ବିକାଶ ଭଳି ମୂଳ ମୂଲ୍ୟବୋଧକୁ ପ୍ରୋତ୍ସାହିତ କରିବ। ମିଳିତ ଜାତିସଂଘର ରାଷ୍ଟ୍ରଦୂତ ଟି.ଏସ୍!-->…