ଭିଜିଲାନ୍ସ ଜାଲରେ ନିଲମ୍ବିତ କନିଷ୍ଠ କିରାଣୀ
ବଲାଙ୍ଗିର: ବନ୍ଧା ହେଲେ ବଲାଙ୍ଗିର ଶିକ୍ଷା ବିଭାଗର ନିଲମ୍ବିତ କନିଷ୍ଠ କିରାଣୀ ପ୍ରମୋଦ ରଥ । ଦିର୍ଘ ଦିନର ଲୁଚକାଳି ଖେଳ ପରେ ଆଜି ତାଙ୍କୁ ଭିଜିଲାନ୍ସ ଗିରଫ କରିଛି । ଜେରା ବେଳେ ପ୍ରମୋଦଙ୍କ ଘରୁ ୭ଲକ୍ଷରୁ ଉଦ୍ଧ୍ୱର୍ ଟଙ୍କା ଜବତ କରାଯାଇଛି । ଏଥି ସହ ତାଙ୍କ ପାଖରୁ ୬ଟି ବୁଲେଟ ମଧ୍ୟ!-->…