ବାବା ଆଖଣ୍ଡଳମଣି ମନ୍ଦିର ଖୋଲିଲା ୯ ମାସ ପରେ
ଆରଡି: କରୋନା ମହାମାରୀ ଲାଗି ଦୀର୍ଘ ୯ ମାସ ଧରି ବନ୍ଦ ରହିଥିବା ଭଦ୍ରକ ଜିଲ୍ଲାର ପ୍ରସିଦ୍ଧ ଶୈବକ୍ଷେତ୍ର ଆରଡିଧାମର ବାବା ଆଖଣ୍ଡଳମଣିଙ୍କ ମନ୍ଦିର ସୋମବାର ଭକ୍ତମାନଙ୍କ ପାଇଁ ଖୋଲିଛି । ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ମନ୍ଦିର ଖୋଲିବା ସମ୍ପର୍କରେ ଜିଲ୍ଲାପାଳ ଡ.ଜ୍ଞାନ ଦାସ ଘୋଷଣା!-->…