ରାଜ୍ୟ ସଭା ସାଂସଦ ନିରଞ୍ଜନ ବିଶିଙ୍କ ଦ୍ଵାରା ଗଡ୍ରାମୁଣ୍ଡା ଠାରେ ନବ ନିର୍ମିତ ଆଦିବାସୀ ଭବନ ଉଦଘାଟନ
ଖଡ଼ିଆଳ : ଆଜି ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଗଡ୍ରାମୁଣ୍ଡା ଠାରେ ନବ ନିର୍ମିତ ଆଦିବାସୀ ଭବନ ଉଦଘାଟନ ହୋଇଯାଇଅଛି। ମୁଖ୍ୟ ଅତିଥି ଭାବେ ରାଜ୍ୟ ସଭା ସାଂସଦ ଶ୍ରୀ ନିରଞ୍ଜନ ବିଶିଙ୍କ ଯୋଗ ଦେଇ ନବ ନିର୍ମିତ ଆଦିବାସୀ ଭବନକୁ ଉଦଘାଟିତ କରିଥିଲେ। ସମ୍ମାନୀୟ ରାଜ୍ୟ ଆଦିବାସୀ କଲ୍ୟାଣ ସଂଘ!-->…