ପରିକ୍ରମା ପ୍ରକଳ୍ପ ଉଦ୍ୟାନରେ ବିରଜା ପ୍ରତିମୂର୍ତ୍ତି ସ୍ଥାପନ କରାନଯିବାକୁ ଦାବି
ଯାଜପୁର ମ୍ୟୁନିସପାଲିଟି : ଯାଜପୁର ବଜରଙ୍ଗ ଦଳ ଓ ହିନ୍ଦୁ ଏକତା ମଞ୍ଚ ତତଫରୁ ଆଜି ଯାଜପୁର ଜିଲ୍ଲାପାଳଙ୍କୁ ଭେଟି ବିରଜାଙ୍କ ପ୍ରତିମୂର୍ତ୍ତି ପ୍ରକଳ୍ପ ଉଦ୍ୟାନରେ ପ୍ରତିଷ୍ଠା କରାନଯିବାକୁ ଅନୁରୋଧ କରାଯାଇଛି। ସୂଚନାମୁତାବକ ବିରଜାମନ୍ଦିର ପ୍ରକଳ୍ପ ରେ ଏକ ଆଧ୍ୟାତ୍ମିକ ଉଦ୍ୟାନ କାମ ଜାରି!-->…