ନବନିର୍ବାଚିତ ମଣ୍ଡଳ ସଭାପତିଙ୍କୁ ସମ୍ବର୍ଦ୍ଧନା
ଏରସମା :ଏରସମା ବ୍ଲକ୍ ୪ ଟି ମଣ୍ଡଳର ନବନିର୍ବାଚିତ ମଣ୍ଡଳ ସଭାପତି ଓ ବୁଥ ସଭାପତି ମାନଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ପାଇଁ ଆଜି ଏରସମା ସତ୍ୟଶିବ ମଣ୍ଡପ ଠାରେ ବିଜେପି ଯୁବ ନେତା ସତ୍ୟ ସାରଥୀ ମହାନ୍ତିଙ୍କ ନେତୃତ୍ୱରେ ଆୟୋଜିତ ହୋଇଛି।ଏହି ସମ୍ବର୍ଦ୍ଧନା ଉତ୍ସବରେ କୃଷ୍ଣଚନ୍ଦ୍ରପୁର ମଣ୍ଡଳ!-->…