ପଞ୍ଜାବରେ ବିଷାକ୍ତ ଗ୍ୟାସ୍ ଲିକ୍ : ୧୧ ମୃତ
ଲୁଧିଆନା : ପଞ୍ଜାବର ଲୁଧିଆନା ଅନ୍ତର୍ଗତ ଗିଆସପୁରା ଅଞ୍ଚଳରେ ଅବସ୍ଥିତ ଗୋଟାଏ କାରଖାନାରୁ ବାଷ୍ପ ଲିକ୍ ହେବାରୁ ୧୧ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ୧୧ଜଣ ଅସୁସ୍ଥ ହୋଇ ପଡ଼ିଛନ୍ତି । ଗୁରୁତରମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମୃତକଙ୍କ ମଧ୍ୟରେ ୩ ଜଣ ନାବାଳକ ଓ ୫!-->…