ମାନିକପୁରୀ ପନକା ସମାଜର ବ୍ଲକ୍ ସ୍ତରୀୟ କର୍ମକର୍ତ୍ତା ଚୟନ
ଝରିଗାଁ : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ୍ ଅନ୍ତର୍ଗତ କୁସୁମୀ କବୀର କୁଟୀରଠାରେ ମାନିକପୁରୀ ପନକା ସମାଜର ଜିଲ୍ଲା ସ୍ତରୀୟ ସାମାଜିକ ବୈଠକ ଅନୁଷ୍ଠିତ ହୋଇଅଛି। ୪୦ ଜଣ ମହିଳାଙ୍କୁ ନେଇ ଗଠିତ ବ୍ଲକ କମିଟିରେ ସଭାନେତ୍ରୀ ଭାବେ ଲାବନ୍ୟବତୀ ପନକାଙ୍କୁ ସର୍ବସମ୍ମତି କ୍ରମେ ମନୋନୀତ!-->…