ଟାଟା ଷ୍ଟିଲ୍ ପକ୍ଷରୁ ଯୋଡା ରେ ବିଶ୍ଵ ସ୍ୱାସ୍ଥ୍ୟ ଦିବସ ପାଳିତ
ଯୋଡା : ଟାଟା ଷ୍ଟିଲ୍ ପକ୍ଷରୁ ଯୋଡା ଠାରେ ଶୁକ୍ରବାର ବିଶ୍ଵ ସ୍ୱାସ୍ଥ୍ୟ ଦିବସ ପାଳିତ ହୋଇଯାଇଛି I ଏହି ପରିପ୍ରେକ୍ଷୀରେ ଟାଟା ଷ୍ଟିଲ୍ ହସ୍ପିଟାଲ ଦ୍ଵାରା ଯୋଡା ଇଷ୍ଟ, ଖଣ୍ଡବନ୍ଧ ମାଇନ୍ସ, ବିଚାକୁଣ୍ଡି ଏବଂ ଲେବର କଲୋନୀ ଠାରେ ସଚେତନତା କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଥିଲା I କମ୍ପାନୀ!-->…