ପ୍ରମୁଖ ଖବର ସୌମ୍ୟରଞ୍ଜନ ପଟ୍ଟାୟକ କରୋନାରେ ଆକ୍ରାନ୍ତ Nyayabati Live Aug 11, 2020 0 ଭୁବନେଶ୍ୱର- ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏନେଇ ସେ ଟ୍ୱଟ କରି ସୂଚନା ଦେଇଛନ୍ତି । ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ଡାକ୍ତର ପରାମର୍ଶ କରିବାକୁ ଅନୁରୋଧ କରିଛନ୍ତି ।
ପ୍ରମୁଖ ଖବର ୭ ଶିଳ୍ପୀ ଧର୍ମପଦ ସମ୍ମାନରେ ସମ୍ମାନିତ Nyayabati Live Aug 11, 2020 0 ଭୁବନେଶ୍ୱର- ଧର୍ମପଦ ସମ୍ମାନରେ ସମ୍ମାନିତ ହେଲେ ୭ ଜଣ ଶିଳ୍ପୀ । ୨୦୧୯ ମସିହା ପାଇଁ ଗୋକୁଳ ବିହାରୀ ପଟ୍ଟନାୟକ, ୨୦୧୦ ପାଇଁ ଅସୀମ ବସୁ, ୨୦୧୧ ପାଇଁ ଦୁର୍ଗାପ୍ରସାଦ ଦାସ, ୨୦୧୨ ପାଇଁ ସୁଦର୍ଶନ ସାହୁ, ୨୦୧୩ ମସିହା ପାଇଁ ଯତୀନ ଦାସ, ୨୦୧୪ ଦୀନନାଥ ପାଠୀ ଏବଂ ୨୦୧୫ ପାଇଁ ପଦ୍ମବିଭୂଷଣ!-->…
ଦେଶ ୧୦ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା Nyayabati Live Aug 11, 2020 0 ନୂଆଦିଲ୍ଲୀ- ଦେଶରେ କରୋନା ସ୍ଥିତି ଦ୍ରୁତ ବୃଦ୍ଧି ପାଇଥିବା ଯୋଗୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡଓକନଫରେନସ ଜରିଆରେ ୧୦ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ସମୀକ୍ଷା କରିଛନ୍ତି । ଏହି ସମୀକ୍ଷା ବୈଠକରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ଉପସ୍ଥିତ ଥିଲେ । ଆନ୍ଧ୍ରପ୍ରଦେଶ,!-->…
ଦେଶ ଜାମ୍ମୁକଶ୍ମୀରର ଦୁଇଟି ଜିଲ୍ଲାରେ ୪-ଜି ସେବା ଆରମ୍ଭ Nyayabati Live Aug 11, 2020 0 ନୂଆଦିଲ୍ଲୀ- ଅଗଷ୍ଟ ୧୬ ତାରିଖରୁ ଜାମ୍ମୁକାଶ୍ମୀରର ଦୁଇଟି ଜିଲ୍ଲାରେ ୪-ଜି ସେବା ଆରମ୍ଭ କରାଯିବ । ଗୋଟିଏ ଜିଲ୍ଲାରେ ଦୁଇମାସ ପାଇଁ ଏହି ସେବା ଆରମ୍ଭ ହେବ । ୨ ମାସ ପରେ ସ୍ଥିତିର ସମୀକ୍ଷା କରାଯିବ ଓ ଅନ୍ୟ ଜିଲ୍ଲାରେ ଏହି ସେବା ଆରମ୍ଭ ହେବକ ନାହିଁ ନିଷ୍ପତି ନିଆଯିବ । ସୀମାବର୍ତୀ!-->…
ପ୍ରମୁଖ ଖବର ପବିତ୍ର ଜନ୍ମାଷ୍ଟମୀ ଉପଲକ୍ଷେ ମୁଖ୍ୟମନ୍ତ୍ରୀଙ୍କ ଶୁଭେଛା Nyayabati Live Aug 11, 2020 0 ଭୁବନେଶ୍ୱର- ପବିତ୍ର ଜନ୍ମାଷ୍ଟମୀ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନପଟ୍ଟନାୟକ ସମସ୍ତଙ୍କୁ ଅନ୍ତରିକ ଶୁଭେଛା ଓ ଶୁଭକାମନା ଜଣାଇଛନ୍ତି । ପ୍ରଭୁ ଶ୍ରୀକୃଷ୍ଣଙ୍କ ଅପାର କରୁଣାରୁ ଏଭଳି ସମୟ ଦୂର ହେବା ସହ ସମସ୍ତଙ୍କ ଜୀବନ ସୁଖ, ସମୃଦ୍ଧିରେ ଭରିଯାଉ ।
ପ୍ରମୁଖ ଖବର ସେପ୍ଟେମ୍ବର ୯ରୁ ଓଜେଇ ପରୀକ୍ଷା Nyayabati Live Aug 11, 2020 0 ଭୁବନେଶ୍ୱର- ସେପ୍ଟେମ୍ବର ୯ରୁ ଆରମ୍ଭ ହୋଉଛି ଓଜେଇ ପରୀକ୍ଷା । ଏହି ପରୀକ୍ଷା ୯ରୁ ୧୫ ତାରିଖ ପର୍ଯ୍ୟନ୍ତ ହେବ । ପ୍ରଥମ ଥର ପାଇଁ କଂପୁଟର ବେସଡ ଟେଷ୍ଟ କରାଯିବ । ଏନେଇ ବୈଷୟିକ ଶିକ୍ଷା ଓ ତାଲିମ ନିର୍ଦେଶାଳୟ ପକ୍ଷରୁ ୧୬ ଜିଲ୍ଲାର ସରକାରୀ ପଲିଟେକନିକ ଓ ଆଇଟିଆଇ ଅଧ୍ୟକ୍ଷଙ୍କୁ ଚିଠି!-->…
ରାଜ୍ୟ ରାଉଲକେଲା ଜେଲରୁ ୪୫ କରେନା ଆକ୍ରାନ୍ତ ଚିହ୍ନଟ Nyayabati Live Aug 11, 2020 0 ରାଉଲକେଲା- ଜେଲ ଭିତରେ ପଶିଲା କରୋନା । ରାଉକେଲା ସ୍ୱତନ୍ତ୍ର ଜେଲରେ ୪୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪୨ ଅନ୍ତେବାସୀ ଓ ୩ ଜଣ ଜେଲର କାର୍ମଚାରୀ ବୋଲି ଜଣାପଡିଛି । ଏନେଇ ରାଉଲକେଲା ଜେଲର ନିରାକର ପାଢି ସୂଚନା ଦେଇଛନ୍ତି । ତାଙ୍କ କହିବା ମୂତାବକ!-->…
ବିଦେଶ ହ୍ୱାଇଟ ହାଉସ ବାହାରେ ଗୁଳିକାଣ୍ଡ Nyayabati Live Aug 11, 2020 0 ୱାଶିଂଟନ- ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ସାମ୍ବାଦିକ ସମ୍ମିଳନୀ କରୁଥିବା ସମୟରେ ହ୍ୱାଇଟହାଉସ ନିକଟରେ ଗୁଳି ଫୁଟିଥିଲା । ସମ୍ମିଳନୀ ଅଧାରୁ ବନ୍ଦ ରହିଥିଲା ଓ ଟ୍ରମ୍ପଙ୍କ ସୁରକ୍ଷାକର୍ମୀ ତାଙ୍କୁ ସୁରକ୍ଷିତ ସ୍ଥାନକୁ ନେଇଯାଇଥିଲେ । ତେବେ କିଛି ସମୟ ପରେ ପୁଣି ଥିରେ!-->…
ପ୍ରମୁଖ ଖବର ବିନା ପରେଡ ରେ ଏବର୍ଷ ସ୍ଵାଧିନତା ଦିବସ Nyayabati Live Aug 11, 2020 0 ଭୁବନେଶ୍ୱର- କରୋନା ସଂକ୍ରମଣରକୁ ଦୃଷ୍ଟିରେ ରଖି ଚଳିତବର୍ଷ ଧୁମଧାମରେ ପାଳନ ହେବନି ସ୍ୱାଧୀନତା ଦିବସ । କୋଭିଡ ନିୟମ ମାନି ସ୍ୱାଧୀନତା ଦିବସ ପାଳନ କରାଯିବା ପାଇଁ ସରକାରଙ୍କ ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି । ସକାଳ ୯ଟା ପରେ ଜାତୀୟ ପତକା ଉତୋଳନ କରାଯିବ । ପରେଡ କିମ୍ବା!-->…
ସମ୍ପାଦକୀୟ ଅନ୍ଧକାରରୁ ଆଲୋକକୁ ରାସ୍ତା “ଜନ୍ମାଷ୍ଟମୀ” Nyayabati Live Aug 11, 2020 0 ଧରାରୁ ପାପ ରୂପକ ଅନ୍ଧକାରକୁ ଦୂର କରି ଧର୍ମର ମହାଲୋକ ପ୍ରଦାନ କରିବା ପାଇଁ ପରଂବ୍ରହ୍ମ ଶ୍ରୀକୃଷ୍ଣ ଅବତାରୀ ପୁରୁଷ ସାଜିଛନ୍ତି। ମାନବ ରୂପରେ ଲୀଳାଖେଳା କରି ପାପକୁ ଧ୍ୱଂସ କରିବା ସହ ପାପୀଙ୍କୁ ବିନାଶ କରିଛନ୍ତି। ଦ୍ୱାପରରେ କୃଷ୍ଣ ରୂପରେ ଜନ୍ମ ନେଇ କଂସକୁ ବିନାଶ କରି ଧର୍ମରାଜ୍ୟ!-->…