ଭଦ୍ରକ ଓ ଜଗତସିଂହପୁରରେ ବୋମାମାଡ
ଭୁବନେଶ୍ୱର- ଗତକାଳି ବିଳମ୍ବିତ ରାତିରେ ଭଦ୍ରକ ଓ ଜଗତସିଂପୁର ଜିଲ୍ଲାରେ ବୋମାମାଡ ହୋଇଛି । ଏହି ଘଟଣାରେ ଜଣେ ଯୁବକ ଆହାତ ହୋଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଗତକାଲି ସନ୍ଧ୍ୟାରେ ଖାଇବାକୁ ନେଇ ଦୋକାନୀ ଉମାକାନ୍ତ ସାହୁ ଓ ଦୁଇ ଜଣ ଯୁବକଙ୍କ ମଧ୍ୟରେ ବଚସା ହୋଇଥିଲା । ଓ ଦୁଇଜଣ!-->…