ପଶ୍ଚିମବଙ୍ଗ ସରକାରଙ୍କୁ ଚିଠି ଲେଖିଲେ ରାଜ୍ୟପାଳ
ପଶ୍ଚିମବଙ୍ଗ- ପଶ୍ଚିମବଙ୍ଗ କୃଷକଙ୍କ ଉପରେ ହେଉଥିବା ଅନ୍ୟାୟର ମୁକାବିଲା କରିବା ପାଇଁ ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦିପ ଧଙ୍କର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ପିଏମ କିଷାନ ସମାନ ନିଧି ଯୋଜନା ଦ୍ୱାରା ୭୦ ଲକ୍ଷ କୃଷକ ଉପକୃତ!-->…