ମାଲକାନାଗିରିରେ ଦୋକାନ ଖୋଲିବା ପାଇଁ ଗାଇଡଲାଇନ ଜାରି
ମାଲକାନାଗିରି- ମାଲକାନାଗିରି ପୌରାଚଂଳରେ ଦୋକାନ ଖୋଳିବା ପାଇଁ ଜରି ହେଲା ନୂଆ ଗାଇଡଲାଇ । ଦୋକାନଗୁଡିକୁ ଏ,ବି,ସି ଏହି ପରି ତିନିଭାଗରେ ବିଭକ୍ତ କରାଯାଇଛି । ଔଷଧ ଦୋକାନକୁ ଏ ଓ ବି ବର୍ଗରେ ବିଭକ୍ତି କରାଯାଇଛି । ଏହି ଔଷଧ ଦୋକାନ ଗୁଡିକ ଦିନ ଛଡା ଦିନେ ସକାଳ ୭ରୁ ଦିନ ୩ ଯାଏ!-->…