ବିଶ୍ୱ ସିଂହ ଦିବସ

ବିଗ୍ କ୍ୟାଟ୍ ରେସକୁ୍ୟ’ ପକ୍ଷରୁ କିଛି ବର୍ଷ ହେଲା ଅଗଷ୍ଟ ୧୦ ତାରିଖରେ ପାଳନ କରାଯାଉଛି ‘ ବିଶ୍ୱ ସିଂହ ଦିବସ’ । ବିଶ୍ୱର ଅଳ୍ପ କିଛି ଅଂଚଳରେ ସିଂହ ଦେଖିବାକୁ ମିଳନ୍ତି । ଜଙ୍ଗଲର ରାଜା କୁହାଯାଉଥିବା ସିଂହ ସଂଖ୍ୟା କ୍ରମଶଃ କମିବାରେ ଲାଗିଛି । ୫୦ ବର୍ଷ ତଳେ ସାରା ବିଶ୍ୱରେ ସିଂହ…

ରାଜ୍ୟରେ ୧୫୨୮ ନୂଆ କରୋନା ଆକ୍ରାନ୍ତ

ଭୁବନେଶ୍ୱର- ରାଜ୍ୟରେ ପୁଣି ନୂଆ ୧୫୨୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ଏାମନଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରର ୯୪୮ ଓ ଲୋକାଲ କେସ୍ ୫୮୦ ରହିଛି । ଚିହ୍ନଟ ସଂକମ୍ରିତଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ୨୩୩, ଖୋର୍ଦ୍ଧା ୨୧୮, ସମ୍ବଲପୁର ୧୬୮, ସୁନ୍ଦରଗଡ ୧୨୬, ଢେଙ୍କାନାଳ ୧୦୭, ଅନୁଗୁଳ…

୨୮୬ରେ ପଂହଚିଲା କରୋନା ମୃତ ସଂଖ୍ୟା

ଭୁବନେଶ୍ୱର -ଆଜି ଗୋଟିଏ ଦିନରେ ସର୍ବାଧିକ ୧୪ ଜଣଙ୍କ ମୃତ୍ୟୁ ହୋଇଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର ବିଭା ପକ୍ଷରୁ ସୂଚନା ଦିଆଯାଇଛି । ମୃତକଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାର ସର୍ବାଧିକ ୬ ଜଣ ହୋଇଥିବା ବେଳେ ଖୋର୍ଦ୍ଧା ଓ ନୟାଗଡରୁ ୩ ଜଣ, ରାୟଗଡା ଓ ସୁନ୍ଦରଗଡରୁ ଜଣେ ଲେଖାଏଁ…

ସବମାରିନ ଅପଟିକାଲ ଫାଇବର କେବୁଲର ଶୁଭ ଉଦଘାଟନ

ନୂଆଦିଲ୍ଲୀ -ପ୍ରଧାନମନ୍ତ୍ରୀ ନରେନ୍ଦ୍ରମାଦୀଙ୍କ ଆହ୍ୱାନ କ୍ରମେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆତ୍ମା ନିର୍ଭର ଭାରତ ଶପଥ କାର୍ଯ୍ୟ କ୍ରମର ଶୁଭାରମ୍ଭ କରିବେ । ଏତଦ୍ ବ୍ୟତିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମେଦୀ ସବମାରିନ ଅପଟିକାଲ ଫାଇବର କେବୁଲର ଶୁଭ ଉଦଘାଟନ କରିବେ । ଏହି କେବୁଳ…

ଚୀନ୍‌କୁ ରୋକିବା ପାଇଁ ଭାରତର ବଡ଼ ରଣନୀତି ୨୦୨୪ ସୁଦ୍ଧା ପୂର୍ଣ୍ଣ ସ୍ୱାବଲମ୍ବୀ

ନୂଆଦିଲ୍ଲୀ : ବିଶ୍ୱକୁ କରୋନା ଭୂତାଣୁ ବାଣ୍ଟିଥିବା ଓ ଏବେ ଅଜଣା ବିହନ ପାର୍ସଲ ପ୍ୟାକେଟ୍‌ରେ ଜୈବିକ ଭୂତାଣୁ ପଠାଇ ବୈଶ୍ବିକ ପରିବେଶ ଓ ଜୈବ ବିବିଧତାକୁ ଧ୍ବଂସ କରିବାକୁ ଭୟଙ୍କର ଷଡ଼ଯନ୍ତ୍ର ରଚୁଥିବା ଚୀନ୍‌କୁ କେବଳ ଚେକ୍‌ ଦେବା ନୁହେଁ; ବିଶ୍ବରେ ଭାରତ ନିଜକୁ ସଶକ୍ତ ଓ ଶକ୍ତିଶାଳୀ…

ଏହି ଜୀବର ନୀଳ ରକ୍ତରେ ପ୍ରସ୍ତୁତ ହୋଇପାରେ କରୋନା ଭ୍ୟାକ୍ସିନ: ଏକ ଲିଟର ରକ୍ତର ମୂଲ୍ୟ ୧୧ଲକ୍ଷ

ଏହି ଜୀବର ରକ୍ତର ମୂଲ୍ୟ ଖୁବ ମୂଲ୍ୟବାନ। ନୀଳ ରକ୍ତ ବିଶିଷ୍ଟ ଏହି ଜୀବର ଏକ ଲିଟର ରକ୍ତର ମୂଲ୍ୟ ପ୍ରାୟ ୧୧ଲକ୍ଷ। ବୈଜ୍ଞାନିକଙ୍କ ମତାନୁଯାୟୀ, ଏହି ଜୀବର ରକ୍ତରେ କୋଭିଡ଼-୧୯ର ଭ୍ୟାକ୍ସିନ ପ୍ରସ୍ତୁତ କରାଯାଇପାରିବ। ଏହା ଏପରି ଏକ ଜୀବ ଯାହାର ରକ୍ତ ପାଇଁ ଔଷଧ କମ୍ପାନୀମାନେ ଖୁବ ଖର୍ଚ୍ଚ…

ଫୋକସ୍‌ରେ ‘ସ୍କିଲଡ୍‌ ଇନ୍‌ ଓଡ଼ିଶା’ ବ୍ରାଣ୍ଡ୍‌

ଭୁବନେଶ୍ୱର : ଆଜିର ସମୟ ଦକ୍ଷତା ପ୍ରଦର୍ଶନର ସମୟ। ଦକ୍ଷତା, ଆଚାର ବ୍ୟବହାର, ଡିଜିଟାଲ ଏବଂ ସ୍ବାବଲମ୍ବନ‌େ​‌ର ସମନ୍ବୟ ଯିଏ ଆଣିପାରିବ ତା’ଆଗରେ ସାରା ପୃଥିବୀ ମୁଣ୍ଡ ନୁଆଁଇବ। ଆଉ ସେହି ମଣିଷଟିର ଭବିଷ୍ୟତ ହିଁ ସୁରକ୍ଷିତ ରହିବ। ଜଣେ ଅଧାପନ୍ତରିଆ ଡାକ୍ତର କିମ୍ବା ଇଞ୍ଜିନିୟର ହେବା…

ରାଜ୍ୟ ତମାମ ଘନଘନ ବିଦ୍ୟୁତ୍‌ କାଟ

ଭୁବନେଶ୍ୱର : କରୋନା ଯୋଗୁଁ ପିଲାଙ୍କ ପାଠ ପଢ଼ା ଗୁରୁତର ପ୍ରଭାବିତ ହୋଇଥିବା ବେଳେ ଅନ୍‌ଲାଇନ୍ ପାଠ ପଢ଼ା ଏକମାତ୍ର ବିକଳ୍ପ ସାଜିଛି। ତେବେ ଅଘୋଷିତ ବିଦ୍ୟୁତକାଟ ପିଲାଙ୍କ ପାଠ ପଢ଼ାରେ ସାଜିଛି ବଡ଼ ପ୍ରତିବନ୍ଧକ। ରାଜଧାନୀ ଠାରୁ ଆରମ୍ଭ କରି ଗଁା ଗହଳି ପର୍ଯ୍ୟନ୍ତ ସବୁଠି ସମାନ ଅବସ୍ଥା।…

ପୂଜ୍ୟ ପ୍ରଣାମ; ଆଜି ସୁରମଣି ରଘୁନାଥ ପାଣିଗ୍ରାହୀଙ୍କ ଜୟନ୍ତୀ

ଜଣେ ଅଦ୍ବିତୀୟ ଶାସ୍ତ୍ରୀୟ କଣ୍ଠଶିଳ୍ପୀ ଓ ସଂଗୀତ ନିର୍ଦେଶକ ଭାବେ ସୁରମଣି ପଣ୍ଡିତ ରଘୁନାଥ ପାଣିଗ୍ରାହୀ ଜାତୀୟ ଅନ୍ତର୍ଜାତୀୟ ସ୍ତରରେ ଖ୍ୟାତି ଅର୍ଜନ କରିଥିଲେ। ୧୯୩୪ ମସିହା ଆଜିର ଦିନରେ ପଣ୍ଡିତ ପାଣିଗ୍ରାହୀଙ୍କ ଜନ୍ମ ରାୟଗଡ଼ା ଜିଲାର ଗୁଣପୁର ସହରରେ ହୋଇଥିଲା। ସ୍ୱାଧୀନତା ସଂଗ୍ରାମୀ…

କେରଳ ଭୂସ୍ଖଳନ ମୃତ୍ୟୁ ସଂଖ୍ୟା ୪୨କୁ ବୃଦ୍ଧି

ଥିରୁଅନନ୍ତପୁରମ- କେରଳ ଇଡୁକ ଜିଲ୍ଲାରେ ହୋଇଥିବା ଭୂସ୍ଖଳନରେ ମୃତ୍ୟୁ ବରଣ କରିଥିବା ଲୋକଙ୍କ ସଂଖ୍ୟା ୪୨କୁ ବୃଦ୍ଧି ପାଇଛି । ଏଯାବତ୍ ୩୦ରୁ ଅଧିକ ଲୋକ ନିଖୋଜ ଅଛନ୍ତି । ଉଦ୍ଧାରକାରୀ ଟିମ ସ୍ନିଫର କୁକୁର ସହାୟତାରେ ମୃତ ଦେହ ଉଦ୍ଧାର କରିଛନ୍ତି । ବର୍ତମାନ ପର୍ଯ୍ୟନ୍ତ ଉଦ୍ଧାର…