ପୁଣି କୋଭିଡ ସେଂଟରରେ ଅଗ୍ନିକାଣ୍ଡ: ୯ ମୃତ
ହାଇଦ୍ରାବାଦ- ଆନ୍ଧ୍ରପ୍ରଦେଶ ବିଜୟୱାଡା କୋଭିଡ କେୟାର ସେଂଟରରେ ନିଆଁ ଲାଗି ୯ ଜଣଙ୍କ ମୃତ୍ୟୁ ହୋଇଛି । ଏହି ଅଘଟଣ ସମୟରେ କରୋନା ରୋଗୀଙ୍କ ସମେତ ୪୦ ଜଣ ଥିବା ବେଳେ ଅନ୍ୟମାନଙ୍କୁ ଉଦ୍ଧାର କରାଯାଇଛି ।
ଖବର ପାଇ ୫ ଅଗ୍ନିଶମ କର୍ମଚାରୀ ପଂହଚି ନିଆଁକୁ ଆୟତ କରିଥିଲେ ।!-->!-->!-->!-->!-->…