ସେପ୍ଟେମ୍ବରରେ ଖୋଲିବ ସ୍କୁଲ!
ନୂଆଦିଲ୍ଲୀ: ମହାମାରୀ କରୋନା ଭୂତାଣୁ ସଂକ୍ରମଣ ପ୍ରଭାବରେ ଦିର୍ଘ ୬ମାସ ଧରି ବନ୍ଦ ରହିଥିବା ଦେଶରେ ସମସ୍ତ ସ୍କୁଲ ଓ କଲେଜକୁ ଆସନ୍ତା ସେପ୍ଟେମ୍ବର ମାସର ୁଖୋଲିବା ପାଇଁ କେନ୍ଦ୍ର ସରକାର ଗୁରୁତର ସହକାରେ ଚିନ୍ତା କରୁଛନ୍ତି । କେନ୍ଦ୍ର ସରକାରଙ୍କ ଦ୍ୱାର ଗଠିତ ମନ୍ତ୍ରିସ୍ତରୀୟ କମିଟି!-->…