କରୋନାରୁ ଆରୋଗ୍ୟ ହେଲେ ଅଭିଷେକ ବଚ୍ଚନ

ନୂଅଦିଲ୍ଲୀ- ଦୀର୍ଘ ୨୯ ଦିନ ପରେ କରୋନାରୁ ସୁସ୍ଥ ହୋଇଛନ୍ତି ବଲିଉଡ ଅଭିନେତା ଅଭିଷେକ ବଚ୍ଚନ । ଆଜି ମଧ୍ୟାହ୍ନରେ ତାଙ୍କ ରିପୋର୍ଟ ନେଗେଟିଭ ଆସିଥିଲା । ତାଙ୍କୁ ଖୁବ୍ ଶୀଘ୍ର ଘରକୁ ପଠାଇ ଦିଆଯିବ । ଜୁଲାଇ ୧୧ରେ ଅମିତା ଓ ଅଭିଷେକ ମହାମାରୀ କରୋନାରେ ଆକ୍ରାନ୍ତ ହୋଇ ନାନାବତୀ…

୭୩୭ ବିମାନ ବ୍ଳାକବକ୍ସ ଠାବ

ନୂଆଦିଲ୍ଲୀ- ଦୁର୍ଘଟଣାଗ୍ରସ୍ତ ଏୟାର ଇଣ୍ଡିଆର ୭୩୭ ବ୍ଳାକବକ୍ସକୁ ଠାବ କରିଛନ୍ତି ଉଦ୍ଧାରକାରୀ ଦଳ । ବ୍ଳାକବକ୍ସରେ ବିମାନ ଦୁର୍ଘଟଣାା ସବୁ ରହସ୍ୟ ରେକର୍ଡ ହୋଇ ରହିଥିଏ । ତେଣୁ ବିମାନ ଦୁର୍ଘଟଣାର କାରଣ ଖୁବଶୀଘ୍ର ଜଣାପଡିବ ବୋଲି ଆଶ କରାଯାଉଛି । ଅନ୍ୟପକ୍ଷରେ ବେସାମାରିକ ବିମାନ…

ଦେଶର ପାୱାରଫୁଲ ପଦବୀରେ ଓଡ଼ିଆ ପୁଅ

ମୋଦୀ ସରକାରରେ ଓଡ଼ିଆଙ୍କ ଦବଦବା , ରାଜନେତାଙ୍କଠୁ ଆରମ୍ଭ କରି ରିଜର୍ଭ ବ୍ୟାଙ୍କ୍ ପର୍ଯ୍ୟନ୍ତ ଦେଶର ଉଞ୍ଚ ପଦପଦବିରେ ଦେଖିବାକୁ ମିଳୁଛି ଓଡ଼ିଆଙ୍କ ଦବଦବା । ଗତ କିଛି ବର୍ଷ ମଧ୍ୟରେ ପାୱାରଫୁଲ ତାଲିକାରେ ନୂଆ ନୂଆ ନାଁ ଯୋଡି ହୋଇଚାଲିଛି । ଆଉ ଯେତେବେଳ ଓଡ଼ିଆ ପୁଅ ଗିରିସ୍ ମୁର୍ମୁ…

ଇଡୁକି ଭୂସ୍ଖଳନ ମୃତ୍ୟୁ ସଂଖ୍ୟା ୨୪କୁ ବୃଦ୍ଧି

ଥିରୁଅନନ୍ତପୁରମ- ଶୁକ୍ରବାର କେରଳରେ ପ୍ରବଳ ବର୍ଷା ଯୋଗୁ ଇଡୁକି ଜିଲ୍ଲାରେ ବଡ ଧରଣର ଭୂସ୍ଖଳନ ହୋଇଥିଲା । ପ୍ରଥମେ ୫ ଜଣଙ୍କ ମୃତ୍ୟୁ ଦେହ ଉଦ୍ଧାର କରାଯାଇଥିବା ବେଳେ ଏହି ସଂକ୍ୟା ବଢି ୨୪ରେ ପଂହଚିଛି । ୧୬ ଜଣଙ୍କୁ ଜୀବନ୍ତ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତି କରାଯାଇଛି । ୫୦ରୁ…

ଭାରତରେ ଘଟିଥିବା ୫ ପ୍ରମୁଖ ବିମାନ ଦୁର୍ଘଟଣା : ୧୯୯୬ ମସିହା​‌ରେ ମଝି ଆକାଶରେ ଦୁଇ ବିମାନ ମଧ୍ୟରେ ଘଟିଥିଲା ଧକ୍କା

କେରଳରେ ଶୁକ୍ରବାର ରାତିରେ ଘଟିଥିବା ବିମାନ ଦୁର୍ଘଟଣାରେ ୧୬ ଜଣଙ୍କ ଜୀବନ ଯାଇଛି । ରନୱେରେ ଅବତରଣ କରିବା ପରେ ବିମାନଟି ପ୍ରବଳ ବର୍ଷା ଯୋଗୁଁ ଖସି ଯାଇ ସାମ୍ନାରେ ଥିବା ଖାତ ମଧ୍ୟରେ ୩୦ ଫୁଟ ତଳକୁ ଖସି ପଡ଼ିଥିଲା । ଫଳରେ ବିମାନଟି ଦୁଇଖଣ୍ଡ ହୋଇ ଯାଇଥିଲା । ଦୁବାଇରୁ…

ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର- ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ଏବଂ ଆହାତ ହୋଇଥିବା ଯାତ୍ରୀଙ୍କ ପାଇଁ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଯେଉଁ ମାନେ ଆହାତ ହୋଇଛନ୍ତି ସେମାନଙ୍କ ଆଶୁଆରେଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଦୁର୍ଘଟଣାରେ…

ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାର ଉଦ୍ଧାର କାର୍ଯ୍ୟରେ ନିୟୋଜିତ କର୍ମଚାରୀଙ୍କ କୋଭିଡ ଟେଷ୍ଟ

ତିରୁଅନନ୍ତପୁରମ- କୋଝିକୋଡା ବିମାନ ବନ୍ଦରରେ ଦୁର୍ଘଟଣା ହୋଇଥିବା ଏୟାର ଇଣ୍ଡିଆ ବିମାନର ଉଦ୍ଧାର କାର୍ଯ୍ୟରେ ସମାଲି ହୋଇଥିବା ଉଦ୍ଧାରକାରୀଙ୍କ କୋଭିଡ ଟେଷ୍ଟ ହେବ ବୋଲି କେରଳ ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି । ଏତଦ୍ ବ୍ୟତିତ ତାଙ୍କୁ ସେଲଫ- କ୍ୱାରେନଂଟାଇନରେ ରହିବାକୁ ମଧ୍ୟ ନିର୍ଦେଶ…

ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓପିଡି ବନ୍ଦ

ଭଦ୍ରକ- ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ଡାକ୍ତର କରୋନା ପଜିଟିଭ ଚିହ୍ନଟ ହେବପରେ ୪୭ ଘଂଟା ଭଦ୍ରକ ଓପିଡି ବନ୍ଦ ରଖିଛନ୍ତି ମେଡିକାଲ କର୍ତୃପକ୍ଷ । ଶୁକ୍ରବାର ରାତି ୮ରୁ ଓପଡି ସେବା ବନ୍ଦ ରହିଛି । ଏହା ଆସନ୍ତାକାଳି ରାତି ୮ ପର୍ଯ୍ୟନ୍ତ ଜାରି ରହିବ । ଓପିଡିରେ ସେବା…

ବଢୁଛି ହୀରାକୁଦ ଜଳସ୍ତର, ପୁଣି ଖୋଲିଲା ଆଉ ଏକ ଗେଟ୍

ସମ୍ବଲପୁର : ବର୍ଷା କାରଣରୁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଜଳସ୍ତର ବୃଦ୍ଧି କାରଣରୁ ଜଳଭଣ୍ଡାରର ଆଉ ଏକ ଗେଟ୍ ଖୋଲାଯାଇଛି । ଆଜି ଆଉ ଏକ ଗେଟ୍ ଖୋଲାଯିବା ସହ ବର୍ତ୍ତମାନ ମୋଟ୍ ୮ଟି ଗେଟ୍ ଦେଇ ଡ୍ୟାମରୁ ଜଳ ନିଷ୍କାସନ ହେଉଛି। ସୂଚନା ମୁତାବକ ବର୍ତ୍ତମାନ…

ମହାପ୍ରଭୁଙ୍କ ରାହୁରେଖା ଲାଗି ନୀତି ଅନୁଷ୍ଠିତ

ପୁରୀ- ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ରାହୁରେଖା ନୀତି । ଭାଦ୍ରବ ମାସ କୃଷ୍ଣ ପଂଚମୀ ତିଥିରେ ଠାକୁରଙ୍କ ରାହୁ ରେଖା ଲାଗି ହୋଇଥାଏ । ବଳଭଦ୍ର, ଜଗନ୍ନାଥ ଓ ଦେବୀ ସୁଭଦ୍ରାଙ୍କ ମଣ୍ଡଳରେ ସୁବର୍ଣ୍ଣ ରେଖା ପରିଧାନ କରିବେ । ବିଗ୍ରହଙ୍କ ଶ୍ରୀ ମୁଖର ଚତୁପାଶ୍ୱର୍ରେ ସ୍ପର୍ଶ ନିର୍ମିତ…