ଗଞ୍ଜାମରେ ପୁଣି ହେଲଥ ସ୍କ୍ରିନିଂ ଆରମ୍ଭ
ଗଞ୍ଜାମ- ରାଜ୍ୟର କରୋନା ହଟସ୍ପଟ ସାଜିଥିବା ଗଞ୍ଜାମ ଜିଲ୍ଲାରେ ଆଜିଠାରୁ ପୁଣି ଥିରେ ହେଲଥ ସ୍କ୍ରିନଂ ଆରମ୍ଭ ହୋଇଛି । ପୂର୍ବରୁ ଏହି ଜିଲ୍ଲାରେ ୪ପର୍ଯ୍ୟାୟରେ ସ୍କ୍ରିନଂ କରାଯାଇଥିଲା ଓ ୨୦୦ ଡାକ୍ତର ନିଯୁକ୍ତି ହୋଇଥିଲେ । ଏଥର ମଧ୍ୟ ସମାନ ଡାକ୍ତର ସମିଲ ହୋଇଛନ୍ତି । ୫୦ ଜଣ ଡାକ୍ତର!-->…