ଏସ୍ଏନ ତିୱାରିଙ୍କ ବିୟୋଗରେ ନିରଞ୍ଜନଙ୍କ ଶୋକ
ଭୁବନେଶ୍ୱର: ୧୯୬୩ ବ୍ୟାଚର ଆଇପିଏସ୍ ତଥା ପୂର୍ବତନ ରାଜ୍ୟ ପୋଲିସ୍ ମହାନିର୍ଦେଶକ ଏସ୍ଏନ୍ ତିୱାରିଙ୍କ ବିୟୋଗରେ ପିସିସି ସଭାପତି ଶ୍ରୀ ନିରନ ପଟ୍ଟନାୟକ ଗଭୀର ଶୋକବ୍ୟକ୍ତ କରିଛନ୍ତି । ଖରିଆରରେ ଜନ୍ମଗ୍ରହଣ କରିଥିବା ୰ତିୱାରି ପୋଲିସ୍ ପ୍ରଶାସନିକ ସେବାରେ ଯୋଗଦେଇ ରାଜ୍ୟରେ ବିଭିନ୍ନ!-->…