ଦିଲ୍ଲୀ ସରକାରଙ୍କ ନୂଆ ପଲିସି
ନୂଆଦିଲ୍ଲୀ- ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଶୁକ୍ରବାର ଇଲେଟ୍ରିକ ଭେଇକିଲ ପଲିସର ଆରମ୍ଭ କରିଛନ୍ତି । ଏହାର ଲକ୍ଷ୍ୟ ହେଉଛି ଅର୍ଥନୀତିର ବିକାଶ, ନୂଆ ଚାକିରି ସୃଷ୍ଟି ଓ ପ୍ରଦୂଷଣ ରୋକିବା । ଏହି ପଲିସିର ୫ ବର୍ଷ ଭିତରେ ନୂଆ ୫ ଲକ୍ଷ ଇଲେଟ୍ରିକ ଗାଡିର ରେଜିଷ୍ଟ୍ରସେନ!-->…