ଦିଲ୍ଲୀରେ ପୁଣି ଲଜ୍ୟା
ନୂଆଦିଲ୍ଲୀ- ଦିଲ୍ଲୀରେ ପୁଣି ଏକ ଲଜ୍ଜା ସମ୍ନାକୁ ଆସିଛି । ଜଣେ ୧୩ ବର୍ଷୀୟ ଝିଅକୁ ଦୁଷ୍କର୍ମ ଓ ପରେ ଅତି ଅମାନବୀୟ ଭାବେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରାଯାଇଛି । ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଏମ୍ସରେ ଭର୍ତି କରାଯାଇଛି । ନାବାଳିକାକୁ ହସ୍ପିଟାଲ ଆଣିବା ବେଳେ ତାଙ୍କର!-->…