ଅନ୍ଲାଇନ୍ ଶିକ୍ଷାର କୌଶଳ
ବର୍ତ୍ତମାନର କୋଭିଡ୍-୧୯ ପରିପ୍ରେକ୍ଷୀରେ ଅନଲାଇନ୍ ପାଠପଢ଼ା ଅତ୍ୟନ୍ତ ଉପଯୋଗୀ, ଏକଥା ବୋଧହୁଏ କହିବା ସଂପୂର୍ଣ୍ଣ ରୂପେ ଠିକ୍ ନୁହେଁ। ଇଣ୍ଟରନେଟ୍ ଏବଂ ୪ଜି ଡାଟାର ଅଭାବରେ ଛାତ୍ରଛାତ୍ରୀମାନଙ୍କୁ ଅନଲାଇନ୍ ଶିକ୍ଷାର ସୁବିଧା ମିଳିପାରୁନାହିଁ କହିଲେ ଅତ୍ୟୁକ୍ତି ହେବନାହିଁ। ଅନ୍ୟପକ୍ଷରେ,!-->…