ଦେଶରେ କେରାନା ଆକ୍ରାନ୍ତଙ୍କ ସଂଖ୍ୟା ୧୯,୬୪,୫୩୭ ପାର
ନୂଆଦିଲ୍ଲୀ- ଗତ ୨୪ ଘଂଟାରେ ୫୬,୨୮୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ସହ ୯୦୪ ଜଣଙ୍କ ମୃତ୍ୟୁ ହୋଇଛି । ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୯,୬୪, ୫୩୭କୁ ବୃଦ୍ଧି ପାଇଥିବା ବେଳେ ୪୦,୬୯୯ ଜଣଙ୍କ ମୃତ୍ୟୁ ହୋଇଛି । ବର୍ତମାନ ସୁଦ୍ଧା ୧,୩୨୮,୩୩୬ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଓ!-->…