ଟେଲରିଂ କରୁଥିବା ବାପାଙ୍କ ଉଦ୍ୟମରୁ ପୁଅ ଆଇଏଏସ୍
ଭୁବନେଶ୍ୱର: ଖାଇବାରେ ଟିକେ ଉଣା ହୋଇଗଲେ ଚଳେଇ ନେଉଥିଲେ । ମାତ୍ର ପାଠ ପଢ଼ାରେ ଯେମିତି ସାମାନ୍ୟତମ ସମସ୍ୟା ସୃଷ୍ଟି ନହୁ ତା’ ଉପରେ ମା’ଙ୍କର ତୀକ୍ଷ୍ଣ ନଜର ଥିଲା । ଖାସ୍ ଏଇଥିପାଇଁ ପିଲାମାନଙ୍କୁ ମଣିଷ କରିବାକୁ ସେ ଚାଲି ଆସିଥିଲେ ଜଗତସିଂହପୁରରୁ ଭୁବନେଶ୍ୱର । ଚିଂହା ଜଣା କେହିନଥିଲେ!-->…