ଓଡ଼ିଶା ସରକାର ହରାଇବେ ୧୪୦ କୋଟି ରାଜସ୍ୱ

ନୂଆଦିଲ୍ଲୀ: ରାଜ୍ୟ ରାଜକୋଷ ଉପରେ ଭାରୀ ପଡ଼ୁଛି ପ୍ରଶାସନିକ ନୀରବତା। ଫଳରେ ଭୂଷଣ ପାୱାର ଆଣ୍ଡ ଷ୍ଟିଲ କମ୍ପାନୀ ଠାରୁ ବକେୟା ୧୪୦ କୋଟି ଟଙ୍କାର ପ୍ରବେଶ କର ଅର୍ଥ ହରାଇବାକୁ ଯାଉଛନ୍ତି ଓଡ଼ିଶା ସରକାର। ଆଇନ ଅନୁଯାୟୀ ବକେୟା ପ୍ରାପ୍ୟ ପାଇବାକୁ ଓଡ଼ିଶା ସରକାର ହକ୍‍ଦାର ହୋଇଥିଲେ ମଧ୍ୟ…

ଆଦିତ୍ୟ ଦାସ ମୃତ୍ୟୁ ମାମଲା, ୧୫ ଜଣଙ୍କୁ ଜେରା

ଭୁବନେଶ୍ୱର: ଆଦିତ୍ୟ ଦାସ ମୃତ୍ୟୁ ମାମଲାର ତଦନ୍ତ କରୁଥିବା କ୍ରାଇମ୍‍ବ୍ରାଞ୍ଚ ଗତ ଜୁଲାଇ ୩୦ରେ ତଦନ୍ତ ଭାର ନେଇଛି। ଏହି ୪ ଦିନ ମଧ୍ୟରେ କ୍ରାଇମ୍‍ବ୍ରାଞ୍ଚ ୧୫ରୁ ଅଧିକ ଲୋକଙ୍କୁ ପଚରାଉଚରା କରିସାରିଲାଣି। ଏଥିରେ ଆଶ୍ରମର ୬ ଜଣ ସଦସ୍ୟ ଓ ଅନ୍ତେବାସୀଙ୍କୁ ଅଧିକାରୀମାନେ ପ୍ରଥମ ଦିନରେ ଜେରା…

ଭାରତ-ଚୀନ ୫ମ ପର୍ଯ୍ୟାୟ ସାମରିକ କଥାବାର୍ତ୍ତା

ନୂଆଦିଲ୍ଲୀ: ସୀମା ବିବାଦକୁ ନେଇ ଭାରତ ଓ ଚୀନ ସାମରିକ ଅଧିକାରୀଙ୍କ ମଧ୍ୟରେ ରବିବାର ପଞ୍ଚମ ପର୍ଯ୍ୟାୟ କଥାବାର୍ତ୍ତା ହୋଇଛି। ବାସ୍ତବ ନିୟନ୍ତ୍ରଣ ରେଖା (ଏଲଏସି)ର ପୂର୍ବ ଲଦାଖର ବିବାଦୀୟ ଅଞ୍ଚଳରୁ ସୈନ୍ୟ ପ୍ରତ୍ୟାହାରକୁ ତ୍ବରାନ୍ବିତ କରିବା ପ୍ରସଙ୍ଗରେ ଏହି କଥାବାର୍ତ୍ତା ହୋଇଛି। ପୂର୍ବ…

ସୁଶାନ୍ତ ସିଂ ମୃତ୍ୟୁ ମାମଲାରେ ତଦନ୍ତ ପାଇଁ ମୁମ୍ବଇ ଯାଇଥିବା ପାଟନା ଏସପିଙ୍କୁ ବାଧ୍ୟତାମୂଳକ କ୍ୱାରେଣ୍ଟାଇନରେ ରଖିଲା…

ମୁମ୍ବଇ : ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ମହାରାଷ୍ଟ୍ର ପୁଲିସର ତଦନ୍ତ ପ୍ରକ୍ରିୟା ସନ୍ଦେହ ଘେରକୁ ଆସିବାରେ ଲାଗିଛି । ପୂର୍ବରୁ ଏହି ମାମଲାରେ ମୁମ୍ବଇ ପୁଲିସ ସଠିକ ଯାଞ୍ଚ  କରୁନଥିବା ନେଇ ଆରୋପ ଲାଗିଥିବା ବେଳେ ଏବେ ବିହାରରୁ ଯାଇଥିବା ଯାଞ୍ଚ ଟିମକୁ…

ରାକ୍ଷୀ ରହିଲା ସାକ୍ଷୀ, ଭଉଣୀ ହାତରୁ ରାକ୍ଷୀ ବାନ୍ଧିବା ପାଇଁ ମାଓ ସଙ୍ଗଠନ ଛାଡିଲେ କ୍ୟାଡର ମାଓବାଦୀ

ମାଲକାନଗିରି : ଆଜି ହେଉଛି ପବିତ୍ର ରାକ୍ଷୀ ପୂର୍ଣ୍ଣିମା। କୁହାଯାଏ ଏହି ଦିନ ଭାଇ ହାତରେ ଭଉଣୀ ରାକ୍ଷୀ ବାନ୍ଧିଥାଏ। ଭାଇ ସର୍ବଦା ନିଜ ଭଉଣୀକୁ ସମସ୍ତ ବିପଦରୁ ରକ୍ଷା କରିଥାଏ। ଏଭଳି ଭାଇ ଭଉଣୀ ସମ୍ପର୍କର ଏକ ଝଲକ ମାଲକାନଗିରିରେ ଦେଖିବାକୁ ମିଳିଛି। ଭଉଣୀଙ୍କ ଆହ୍ବାନ କ୍ରମେ କ୍ୟାଡର…

ପ୍ରଶାସନିକ ସ୍ତରରେ ଅଦଳବଦଳ: ସନତ କୁମାର ମହାନ୍ତି ହେଲେ ଖୋର୍ଦ୍ଧାର ଜିଲାପାଳ

ଭୁବନେଶ୍ଵର : ରାଜ୍ୟ ପ୍ରଶାସନିକ ସ୍ତରରେ ଛୋଟ ଧରଣର ଅଦଳବଦଳ ହୋଇଛି । ବଦଳିଛନ୍ତିି ଖୋର୍ଦ୍ଧା ଜିଲାପାଳ ସୀତାଂଶୁ କୁମାର ରାଉତ । ତାଙ୍କୁ ବ୍ରହ୍ମପୁରର ଅତିରିକ୍ତ ଚକବନ୍ଦୀ କମିଶନ ଭାବରେ ବଦଳି କରାଯାଇଛି । ସୀତାଂଶୁ କୁମାର ରାଉତଙ୍କ ସ୍ଥାନରେ ଖୋର୍ଦ୍ଧା ଜିଲାପାଳ ଭାବରେ ସନତ କୁମାର…

ପବିତ୍ର ରକ୍ଷାବନ୍ଧନ

ଉତରଭାରତ ହିନ୍ଦୁଙ୍କ ରକ୍ଷୀପୂର୍ଣ୍ଣମା ପ୍ରମୁଖ ପର୍ବ । ପ୍ରତିବର୍ଷ ଶ୍ରାବଣ ମାସ ପୂର୍ଣ୍ଣମା ତିଥିରେ ଏହି ପର୍ବ ପାଳନ କରାଯାଏ । ଏହି ଦିନ ଭଉଣୀ ଟି ତା ଭାଇ ମୁଣ୍ଡରେ ଚନ୍ଦନ, ସିନ୍ଦୁର ଲଗାଇ ଦୁବ ଅରୁଆଚାଉଳ ପାକାଇ ବନ୍ଦାପନା କରି ହତରେ ପବିତ୍ର ଫିତା ବାନ୍ଧିଥିଏ । ଓ ଭଉଣୀକୁ…

ଚଳନ୍ତା ଟ୍ରେଲର ପଛରେ ପିଟି ହେଲା ସ୍କର୍ପିଓ: ୨ ମୃତ୍ୟୁ, ୨ ଗୁରୁତର

ସୋର: ବାଲେଶ୍ୱର ଜିଲ୍ଲାର ସୋର ଥାନା ଅଞ୍ଚଳରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବାର ଖବର ମିଳିଛି। ଏକ ଚଳନ୍ତା ଟ୍ରେଲର ପଛରେ ଏକ ସ୍କର୍ପିଓ କାର୍ ପିଟି ହେବା ଫଳରେ ଘଟଣାସ୍ଥଳରେ ଜଣଙ୍କର ୨ ମୃତ୍ୟୁ ଘଟିଛି।ମିଳିଥିବା ସୂଚନା ଅନୁଯାୟୀ, ଆଜି ଭୋାର ସମୟରେ ପଶ୍ଚିମବଙ୍ଗର ମୁକୁନ୍ଦପୁର…

୨୪ ଘଂଟାରେ ୫୨, ୯୭୩ ନୂଆ କରୋନା ପଜିଟିଭ ଚିହ୍ନଟ

ନୂଆଦିଲ୍ଲୀ- ସମଗ୍ର ଦେଶରେ କାୟା ବିସ୍ତାର କରିଚାଲିଛି କରୋନା । ଗତ ୨୪ ଘଂଟାରେ ନୂଆ ୫୨,୯୭୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୧୮,୦୩,୬୯୬ରେ ପଂହଚିଥିବା ବେଳେ ୧୧୮୬୨୦୩ ସୁସ୍ଥ…

ଟିକ-ଟକ କିଣିବ ମାଇକ୍ରୋସଫ୍ଟ

ନୁଆଦିଲ୍ଲୀ- ସେପ୍ଟମ୍ବର ୧୫ ସୁଦ୍ଧା ମାଇକ୍ରୋସଫ୍ଟ ଟିକ ଟକ କିଣିବ ବୋଲି ମାଇକ୍ରୋସଫ୍ଟ ପକ୍ଷରୁ କୁହାଯାଇଛି । ଯଦି ମାଇକ୍ରୋସଫ୍ଟ ଟିକ-ଟକକୁ କିଣିବାରେ ସଫଳ ହୁଏ ତେବେ ଆମେରିକା, କାନାଡା, ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲ୍ୟାଣ୍ଡ ଏହାକୁ ବ୍ୟବହାର କରିପାରିବେ । ମାଇକ୍ରୋସଫ୍ଟ ଅନ୍ୟ…