ଏକବିଂଶ ଶତାବ୍ଦୀ ହେଉଛି ଜ୍ଞାନର ଯୁଗ : ମୋଦୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ନୂତନ ଶିକ୍ଷାନିତୀ ଏନ୍ଇପି ନିଯୁକ୍ତି ଅନ୍ୱେଷଣକାରୀଙ୍କୁ ନିଯୁକ୍ତିଦାତାରେ ରୂପାନ୍ତରିତ କରିବ। ସ୍ମାର୍ଟ ଇଣ୍ଡିଆ ହାକାଥନ୍-୨୦୨୦କୁ ସମ୍ବୋଧନ କରିବା ଅବସରରେ ମୋଦୀ କହିଛନ୍ତି, ଏନ୍ଇପି କେବଳ ଗୋଟିଏ ନୀତି ନୁହେଁ ବରଂ ଏହା ଭାରତବାସୀଙ୍କ!-->…