ଚାଷୀଙ୍କ ଆତ୍ମହତ୍ୟା!
ଭଦ୍ରକ: ଋଣ ସୁଝି ନପାରି ଚାଷୀଙ୍କ ଆତ୍ମହତ୍ୟା ଅଭିଯୋଗ । ଏଭଳି ଘଟଣା ସାମ୍ନାକୁ ଆସିଛି ଭଦ୍ରକ ବ୍ଲକ ରାଜୁଆଳି ବନ୍ଧାା ଗାଁରେ । ଅର୍ଥ ଲଗାଣକାରୀ ସଂସ୍ଥା ଋଣ ସୁଝିବା ପାଇଁ ବାଧ୍ୟ କରିବାରୁ ଗାଁର ଚାଷୀ ମହେନ୍ଦ୍ରଙ୍କ ପତ୍ନୀ ଓ ବୋହୂ ୪ଟି ଅର୍ଥଲଗାଣକାରୀ ସଂସ୍ଥାରୁ ୫୦ ହଜାର ଟଙ୍କା ଋଣ!-->…