ଜୁଲାଇରେ ନିଅଂଟିଆ ବର୍ଷା
ନୂଆଦିଲ୍ଲୀ: ପାଞ୍ଚ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଜୁଲାଇ ମାସରେ ସର୍ବନିମ୍ନ ବର୍ଷା ରେକର୍ଡ ହୋଇଛି । ସାଧାରଣତଃ ଜୁନ୍ ରୁ ସେପ୍ଟେମ୍ବର ମାସ ମଧ୍ୟରେ ଜୁଲାଇରେ ସବୁଠାରୁ ଅଧିକ ବର୍ଷା ହୋଇଥାଏ । କିନ୍ତୁ ଚଳିତ ବର୍ଷର କମ୍ ବର୍ଷା ଯୋଗୁୁଁ ଖରିଫ ଫସଲକୁ ନେଇ ଏବେ ଚିନ୍ତା ବଢିଛି । ବିଶେଷକରି!-->…