ଅନୁଗୋଳ ଜିଲ୍ଲାରୁ ୨୧ କରୋନା ପଜିଟିଭ ଚିହ୍ନଟ, ଆଉ ଜଣେ ମୃତ
ଅନୁଗୋଳ: ଅନୁଗୋଳ ଜିଲ୍ଲାରୁ ୨୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହି ୨୧ ଜଣ ଆକ୍ରାନ୍ତଙ୍କ ମଧ୍ୟରେ ତାଳଚେର ବ୍ଲକ ଅଂଚଳରୁ ସର୍ବାଧିକ ୧୦ଜଣ, ବଅଁରପାଳ ବ୍ଲକ ଅଂଚଳରୁ ୯ ଜଣ, କଣିହାଁ ବ୍ଳକ ଅଂଚଳରୁ ଜଣେ ଓ ଅନୁଗୋଳ ବ୍ଳକ ଅଂଚଳରୁ ଜଣେ ପଜିଟିଭ ଚିହ୍ନଟ ହୋଇଛନ୍ତି । ତାଳଚେର ବ୍ଲକ!-->…