ହାତୀ ସ୍ମୃତି ସ୍ତମ୍ଭ ଠାରେ ବୃକ୍ଷରୋପଣ
ଚମ୍ପୁଆ: କେନ୍ଦୁଝର ଜିଲ୍ଲାରେ ହାାତୀ ମଣିଷ ଲଢେ଼ଇ ଏକ ଚିରାଚରିତ ପ୍ରସଙ୍ଗ ପାଳଟିଛି ।ଏହା ଦ୍ୱାରା ଜିବନଜିବିକା ମଧ୍ୟ ଖୁବ ପ୍ରଭାବିତ ହେଉଛି ।ସରକାର ଓ ବିଭାଗ ପାଇଁ ଏକ ଆହ୍ୱାନ ପାଲଟି ଥିବା ବେଳେ ଜଣେ ପ୍ରକୃତି ପ୍ରେମୀ ମହିଳା ହାତୀ ମୃତ୍ୟୁରେ ଗଭିର ମର୍ମାହତ ହୋଇ ସେଠାରେ ଏକ ହାତୀ!-->…