ଆରପାରିରେ ରାଜ୍ୟସଭା ସାଂସଦ ଅମର ସିଂ
ନୂଆଦିଲ୍ଲୀ- ପରଲୋକରେ ସମାଜବାଦୀ ପାର୍ଟିର ପୂର୍ବତନ ନେତା ଓ ରାଜ୍ୟସଭା ସାଂସଦ ଅମର ସିଂ । ଅସୁସ୍ଥତା ଯୋଗୁଁ ଦୀର୍ଘ ୬ ମାସ ଧରି ସିଙ୍ଗାପୁରର ଏକ ହସ୍ପିଟାଲରେ ଚିକିତ୍ସା ଚାଲିଥିଲା । କିନ୍ତୁ ଆଜି ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଅମରଙ୍କ ମୃତ୍ୟୁ ରାଜନୀତିରେ ଏକ ବଡ ଶୂନ୍ୟସ୍ଥାନ!-->…