କ୍ଷୁଦ୍ର ବ୍ୟବସାୟୀଙ୍କ ଝିଅ ଡାକ୍ତର ହେବାର ସ୍ୱପ୍ନ
ଭୁବନେଶ୍ୱର- କଥାରେ ଅଛି ଯେଉଁଠାରେ ଲକ୍ଷ୍ମୀ ଅଛନ୍ତି ସେଠାରେ ସରସ୍ୱତୀ ନାହାନ୍ତି ଓ ଯେଉଁଠାରେ ସରସ୍ୱତୀ ଅଛନ୍ତି ସେଠାରେ ଲକ୍ଷ୍ମୀ ନାହାନ୍ତି । ଏହି ଉକ୍ତିଟି ଦେଖିବାକୁ ମିଳିଛି ଭୁବନେଶ୍ୱର ବରମୁଣ୍ଡା ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ରୀ ଶୁଭଶ୍ରୀ ଦାଶଙ୍କ କ୍ଷେତ୍ରରେ ।!-->…