ବିଷାକ୍ତ ମଦ ନେଲା ୩୮ ଜୀବନ

ପଞ୍ଜାବର ଅମୃତସର, ବାତଲା, ତରନ ତରନ ଜିଲାରେ ବିଷାକ୍ତ ମଦ ପିଇ ୩୮ ଜଣଙ୍କର ମୃତ୍ୟୁ ହୋଇଛି। ରାଜ୍ୟ ପୁଲିସ ମହାନିର୍ଦେଶକ ଦିନାକର ଗୁପ୍ତାଙ୍କ କହିବା ଅନୁଯାୟୀ ଜୁନ୍‍ ୨୯ରେ ଅମୃତସର ଜିଲାର ମୁଛଲ ଓ ତାଙ୍ଗ୍ରା ଗ୍ରାମରେ ୫ଜଣଙ୍କର ମଦମୃତ୍ୟୁ ସମ୍ପର୍କରେ ରିପୋର୍ଟ ପ୍ରକାଶ ପାଇଥିଲା। ଜୁଲାଇ…

ରାୟଗଡା ୭୨ ଘଂଟିଆ ସଟଡାଉନ

ରାୟଗଡା- ଗତ ୨୪ଘଂଟା ମଧ୍ୟରେ ରାୟଗଡାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୬୪ରେ ପଂହଚିଥିବା ବେଳେ ଜିଲ୍ଲାକୁ ୭୨ ଘଂଟିଆ ସଟଡାଉନ ଘୋଷଣା କରିିଛନ୍ତି ରାୟଗଡା ଜିଲ୍ଲାପ୍ରଶାସନ ପ୍ରମୋଦ କୁମାର ବେହେରା । ଆସନ୍ତା କାଲି ଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ସଟଡାଉନ ବଳବତର ରହିବ । ଏତଦ୍ ବ୍ୟତିତ…

ବୁର୍ଲା ଭୀମସାରର ରକ୍ତଭଣ୍ଡାରରେ ଦେଖାଦେଇଛି ରକ୍ତ ଅଭାବ

ବୁର୍ଲା: ବୁର୍ଲା ଭୀମସାରର ରକ୍ତଭଣ୍ଡାରରେ ଦେଖାଦେଇଛି ରକ୍ତ ଅଭାବ । କରୋନା କବଳରେ ଲୋକେ ଛଟପଟ ହେଉଥିବା ବେଳେ ରକ୍ତ ଭଣ୍ଡାରର ରକ୍ତ ସଂକଟ ମେଡିକାଲ କତୃପକ୍ଷ ଓ ରୋଗୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ରକ୍ତ ସଂଗ୍ରହ ଭ୍ୟାନ ବୁଲୁଥିଲେ ମଧ୍ୟ କରୋନା ପାଇଁ ରକ୍ତ ସଂଗ୍ରହ ସଂଖ୍ୟା ଢେର୍…

ଆନ୍ତର୍ଜାତୀୟ ନିଃସନ୍ତାନ ଦିବସ

ଭଗବାନଙ୍କ ଆର୍ଶୀବାଦରୁ ସନ୍ତାନ ମିଳୁଥିବା ବିଶ୍ୱାସ ସବୁ ଜାତି, ଧର୍ମ ଓ ସଂପ୍ରଦାୟରେ ପ୍ରଚଳିତ । ସନ୍ତାନ ଲାଭ ପ୍ରତ୍ୟେକ ବିବାହିତ ଙ୍କ କାମନା । ଏହି କାମନା ପ୍ରାକୃତିକ ଏହା ସତ୍ୱେ ଏଭଳି ବି ଅନେକ ଅଛନ୍ତି ( ମୁଖ୍ୟତଃ ବିକଶିତ ପାଶ୍ଚାତ୍ୟ ଦେଶମାନଙ୍କରେ), ଯେଉଁମାନେ ବିବାହ…

ଗଞ୍ଜାମ ପାଇଁ ଅଗଷ୍ଟ ମାସ ବିପଦ

ଗଞ୍ଜାମ- ରାଜ୍ୟର ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଯେଉଁ ହାରରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି ସେହି ଅନୁପାତରେ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି । ରାଜ୍ୟରେ ସମୁଦାୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୩,୪୭୯ରେ ପଂହଚିଥିବା…

ପାଞ୍ଚ ବର୍ଷର ରେକର୍ଡ ଭାଙ୍ଗିଲା ବର୍ଷା ; ଖରିଫ ଫସଲକୁ ନେଇ ବଢିଲା ଚିନ୍ତା

ନୂଆଦିଲ୍ଲୀ : ପାଞ୍ଚ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଜୁଲାଇ ମାସରେ ସର୍ବନିମ୍ନ ବର୍ଷା ରେକର୍ଡ ହୋଇଛି । ସାଧାରଣତଃ ଜୁନ୍ ରୁ ସେପ୍ଟେମ୍ବର ମାସ ମଧ୍ୟରେ ଜୁଲାଇରେ ସବୁଠାରୁ ଅଧିକ ବର୍ଷା ହୋଇଥାଏ ।  କିନ୍ତୁ ଚଳିତ ବର୍ଷର କମ୍ ବର୍ଷା ଯୋଗୁଁ ଖରିଫ ଫସଲକୁ ନେଇ ଏବେ ଚିନ୍ତା ବଢିଛି । ବିଶେଷକରି…

ବିଶ୍ୱ ଫୁସଫୁସ କର୍କଟ ଦିବସ

ପ୍ରତି ବର୍ଷ ଅଗଷ୍ଟ ପହିଲା ବିଶ୍ୱ ଫୁସଫୁସ କର୍କଟ ଦିବସ ପାଳନ କରାଯାଏ । ଏହି ଭୟାବହ ରୋଗ ବାବଦରେ ସଚେତନତା ସୃଷ୍ଟି, ଏହି ଦିବସ ପାଳନର ଲକ୍ଷ୍ୟ । ୨୦୧୫ରେ ଏହି କର୍କଟ ଯୋଗୁ ସାରା ବିଶ୍ୱରେ ସତରେ ଲକ୍ଷ ମଣିଷଙ୍କ ପ୍ରାଣ ଯାଇଥିଲେ । ଫୁସଫୁସ କର୍କଟରେ ଆକ୍ରାନ୍ତ ହେଲେ, ବଂଚିବାର ସମ୍ଭାବନା…

ଆସୁଛି ଲଘୁଚାପ

ଭୁବନେଶ୍ୱର- ଆସୁଛି ଆଉ ଏକ ଲଘୁଚାପ । ଆସନ୍ତା ୪ ତାରିଖରେ ଏହା ଲଘୁଚାପର ରୂପ ନେବା ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଂଚଳିକ ପାଣିପାଗ କେନ୍ଦ୍ର ବିଶେଷଜ୍ଞ ଉମାଶଙ୍କର ଦାସ ଏହି ସୂଚନା ଦେଇଛନ୍ତି । ଏହାର ପ୍ରଭାବରେ ଉପକୂଳ ଓ…

ଭାରତୀୟ ଫୁଟବଲ୍ ଖେଳାଳିମାନେ ବିଦେଶରେ ଖେଳିବା ଆବଶ୍ୟକ

ନୂଆଦିଲ୍ଲୀ: ଭାରତୀୟ ଦଳର ଫୁଟବଲ୍ ଖେଳାଳି ମାନେ ବିଦେଶରେ ଆୟୋଜିତ ହେଉଥିବା ଫୁଟବଲ୍ ଲିଗ ମାନଙ୍କରେ ଖେଳିବା ଆବଶ୍ୟକ ବୋଲି ପୂର୍ବତନ ଭାରତୀୟ ଫୁଟବଲ୍ ଦଳର ଅଧିନାୟକ ବାଇଚୁଙ୍ଗ ଭୂତିଆ କହିଛନ୍ତି । ବିଦେଶ ଲିଗ ମାନଙ୍କରେ ଖେଳିବା ଦ୍ୱାରା ଭାରତୀୟ ଖେଳାଳିଙ୍କ ଦକ୍ଷତା ବୃଦ୍ଧି ପାଇବ । ଯାହା…

କରୋନାରେ ଆଖିବୁଜିଲେ ୧୦ ଆକ୍ରାନ୍ତ

ଭୁବନେଶ୍ୱର- ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ଗତ ୨୪ ଘଂଟାରେ ୧୦ ଜଣଙ୍କ ମୃତୁ୍ୟ ହୋଇଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ମୃତକଙ୍କ ମଧ୍ୟରେ ଗଞ୍ଜାମରୁ ୫, ଖୋର୍ଦ୍ଧା ୩, ଗଜପତି ଓ…