୩୩ ଥର ପରୀକ୍ଷା ଦେଇଛନ୍ତି ବ୍ୟକ୍ତି
ହାଇଦ୍ରାବାଦ: ୧୦ମ ଶ୍ରେଣୀ ପରୀକ୍ଷାରେ ପାସ୍ କରିବା ପାଇଁ ଦୀର୍ଘ ୩୩ ବର୍ଷ ହେଲା ଉଦ୍ୟମ କରୁଥିବା ବ୍ୟକ୍ତିଙ୍କୁ ଶେଷରେ ସଫଳତା ମିଳିଛି । କରୋନା ମହାମାରୀ କବଳରୁ ଲୋକେ ରକ୍ଷା ପାଇବା ପାଇଁ ତ୍ରାହି ତ୍ରାହି ଡାକୁଥିବା ବେଳେ , ଉକ୍ତ ବ୍ୟକ୍ତି ଜଣଙ୍କ କରୋନାକୁ ଧନ୍ୟବାଦ ଜଣାଇଛନ୍ତି । କରୋନା!-->…