ଜିଲ୍ଲା ସ୍ତରରେ ୨୪୧ ପିଜି ଡାକ୍ତର ନିଯୁକ୍ତ
ଭୁବନେଶ୍ୱର: ପିଜି ସାରିଥିବା ୨୪୧ ଡାକ୍ତରଙ୍କୁ ଜିଲ୍ଲାସ୍ତରରେ ନିଯୁକ୍ତି ଦିଆଯାଇଛି । ସ୍ୱାସ୍ଥ୍ୟ ବିଭାଗ ନିଦେ୍ର୍ଧଶନାମା ଅନୁଯାୟୀ ବିଭିନ୍ନ ଜିଲ୍ଲାରେ ଏମାନେ ସିଡିଏମଓଙ୍କ ଅଧିନରେ କାର୍ଯ୍ୟକରିବେ ଏଥିରେ ଗାଇନୋକୋଲୋଜି, ଶିଶୁ ରୋଗ, ଜେନେରାଲ ମେଡିସିନ, ଚର୍ମ ଓ ଭିଡି, ମାନସିକ ରୋଗ,!-->…