କରୋନା ଭାଇରସ୍ ମୁକାବିଲା ଜାରି ରହିଛି : ହର୍ଷବର୍ଦ୍ଧନ

ନୂଆଦିଲ୍ଲୀ: ଭାରତ ସରକାର ମହାମାରୀ କରୋନା ଭାଇରସ୍ ମୁକାବିଲା ଲାଗି ଲଢେଇ ଜାରି ରଖିଛନ୍ତି । କରୋନା ମହାମାରୀ ପରଠାରୁ ଦେଶବାସୀ ଅନେକ ଅଭିଜ୍ଞତା ହାସଲ କରିଛନ୍ତି । ଏଥି ସହିତ ଦେଶରେ ଭେଂଟିଲେଟର ନିର୍ମାଣର କ୍ଷମତା ବଢିଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ କହିଛନ୍ତି ।…

ରାସ୍ତା କଡରେ ପରିବା ବିକୁଛନ୍ତି ଫୁଟବଲ ପ୍ରଶିକ୍ଷକ

ମୁମ୍ବାଇ: ସାରା ବିଶ୍ୱରେ କରୋନା ମହାମାରୀ କାୟା ବିସ୍ତାର କରିବାରେ ଲାଗିଛି । ଏହି ମହାମାରୀ କାହାର ଜୀବନ ଛଡାଇ ନେଉଛି ତ କାହାର ଜୀବିକା । ତେବେ ଏହି ମହାମାରୀ ସମୟରେ ନିଜର ଚାକିରି ହରାଇ ପରିବା ବିକ୍ରି କରୁଛନ୍ତି ମହାରାଷ୍ଟ୍ରର ଏକ ବିଦ୍ୟାଳୟରେ କାର୍ଯ୍ୟ କରୁଥିବା ଭୋସଲ ନାମକ ଜଣେ…

ହ୍ୟାଣ୍ଡ ସାନିଟାଇଜର ପିଇ ନଅ ଜଣଙ୍କ ମୃତ୍ୟୁ

ହାଇଦ୍ରାବାଦ: ହାଇଦ୍ରାବାଦରେ ମଦ ନମିଳିବାରୁ ହ୍ୟାଣ୍ଡ ସାନିଟାଇଜର ପିଇ ନଅ ଜଣଙ୍କ ମୃତ୍ୟୁ ହୋଇଛି । ଏଭଳି ଅଭାବନୀୟ ଘଟଣା ଆନ୍ଧ୍ରପ୍ରଦେଶ ପ୍ରକାଶମ୍ ଜିଲ୍ଲା କୁରିଚେଡୁ ସହରରେ ହୋଇଛି । ସୂଚନା ଅନୁସାରେ ସାନିଟାଇଜର ପିଇ ବୁଧବାର ରାତିରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ବେଳେ…

ଅଯୋଧ୍ୟା ଗଲା ସୁବର୍ଣ୍ଣରେଖା ନଦୀର ଜଳ ଓ ମାଟି

ଜଳେଶ୍ୱର- ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ ପାଇଁ ସୁବର୍ଣ୍ଣରେଖା ନଦୀର ଜଳ ଓ ମାଟ ଡାକ ଯୋଗେ ପଠାଯାଇଛି । ନିକଟସ୍ଥ ରାଜପୁର କପିଳମୁନି ଆଶ୍ରମ ନିକଟରେ ପୂଜାର୍ଚ୍ଚନା କରାଯିବା ପରେ ଜଳ ଓ ମାଟିକୁ ପଠାଯାଇଛି । ଆସନ୍ତା ୫ ତାରିଖରେ ରାମ ମନ୍ଦିର ଭୂମି ପୂଜା ପାଇଁ ସାରା ଦେଶର ପବିତ୍ର…

ଚୀନରୁ ଆମଦାନୀ ହୋଇପାରିବନି ରଙ୍ଗୀନ ଟିଭି

ନୂଆଦିଲ୍ଲୀ: ଚୀନରୁ ଭାରତ ରଂଗୀନ ଟିଭି ଆମଦାନୀ ଉପରେ ମୋଦୀ ସରକାର କଟକଣା ଲାଗୁ କରିଛନ୍ତି । ଏହାର ଉଦ୍ଦେଶ୍ୟ ହେଲା ଘରୋଇ ଟିଭି କଂପାନୀକୁ ପ୍ରୋତ୍ସାହନ ଦେବା ଏବଂ ଚୀନରୁ ଜିନିଷ ପତ୍ର କମ୍ କିଣିବା । ଏହି କଟକଣା ୩୬ ସେଂଟିମିଟର ଠାରୁ ୧୦୫ ସେଂଟିମିଟରରୁ ଅଧିକ  ଏବଂ ସ୍କ୍ରିନର ଆକାର…

ଡୋନାଲ୍ଡ ଟ୍ରମ୍ପଙ୍କ ରାଲିରେ ସାମିଲ ହୋଇଥିବା ହରମ୍ୟାନ କ୍ୟାନଙ୍କ ମୃତ୍ୟୁ

ୱାଶିଂଟନ: କରୋନା ମହାମାରୀକୁ ଖାତିର ନକରି ଡୋନାଲ୍ଡ ଟ୍ରମ୍ପଙ୍କ ରାଲିରେ ସାମିଲ ହୋଇଥିବା ଆମେରିକୀୟ ବ୍ୟବସାୟୀ ବା ରାଷ୍ଟ୍ରପତି ପଦ ପାଇଁ ଲଢେଇ କରୁଥିବା ପୂର୍ବତନ ପ୍ରାର୍ଥୀ ହରମ୍ୟାନ କ୍ୟାନଙ୍କ ପରଲୋକ ହୋଇଛି । କ୍ୟାନ କରୋନା ଯୋଗୁଁ ପ୍ରାଣ ହରାଇଛନ୍ତି । ସେ ଟ୍ରମ୍ପଙ୍କ ଟୁଲାସା ରାଲିରେ…

ମୋଦୀଙ୍କ ‘ମନକିବାତ୍’ରେ ସିଫାର ମୁକ୍ତାଚାଷୀ

ଭୁବନେଶ୍ୱର: ପ୍ରତିବର୍ଷ କୃଷକ ଏବଂ ଯୁବପିଢ଼ୀଙ୍କ ପାଇଁ କେନ୍ଦ୍ରୀୟ ମଧୁରଜଳ ଜୀବପାଳନ ଅନୁସନ୍ଧାନ ସଂସ୍ଥା(ସିଫା), କୌଶଲ୍ୟାଗଙ୍ଗରେ ମୁକ୍ତାଚାଷ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି । ଏହି ପ୍ରଶିକ୍ଷଣ ପାଇ ସଫଳତା ହାସଲ କରିଥିବା ଜଣେ ମୁକ୍ତାଚାଷୀଙ୍କୁ ମନ୍କୀବାତ୍-୨.୦ କାର୍ଯ୍ୟକ୍ରମରେ…

ଅନୁଗୋଳରେ ବଢୁଛି କରୋନା ସଂକ୍ରମଣ

ଅନୁଗୋଳ: ଅନୁଗୋଳ ଜିଲ୍ଲାରୁ ୧୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହି ୧୩ ଜଣଙ୍କୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ୩୧୫ରେ ପହଞ୍ଚିଲା । ୧୩ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ବଅଁରପାଳ ବ୍ଲକ ଅଞ୍ଚଳରୁ ଗୋଟିଏ ଗ୍ରାମରୁ କେବଳ ୧୧ଜଣ ଓ ତାଳଚେର ବ୍ଲକ ଅଞ୍ଚଳରୁ ୨ଜଣ ଚିହ୍ନଟ ହୋଇଛନ୍ତି ।…

ସ୍ମାର୍ଟ ଇଣ୍ଡିଆ ହ୍ୟାକଥନ ଗ୍ରାଣ୍ଡ ଫାଇନାଲରେ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ- ଆସନ୍ତା କାଲି ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫେରେନ୍ସ ଜରିଆରେ ସ୍ମାର୍ଟ ଇଣ୍ଡିଆ ହ୍ୟାକଥମ ଗ୍ରାଣ୍ଡ ଫାଇନାଲରେ ଉଦବୋଧନ ଦେବେ । ଦୈନନ୍ଦିନ ଜୀବନରେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଥିବା ଛାତ୍ରଛାତ୍ରୀଙ୍କ ସମସ୍ୟାର ସମଧାନ ପାଇଁ ଏହି ସ୍ମାର୍ଟ ଇଣ୍ଡିଆ…

ଅଗଷ୍ଟ ୧୫ ପର୍ଯ୍ୟନ୍ତ ଦିଲ୍ଲୀ ଆକାଶରେ ଉଡିପରିବନି ଡ୍ରୋନ

ନୂଆଦିଲ୍ଲୀ- ଆଜି ଠାରୁ ଅଗଷ୍ଟ ୧୫ ପର୍ଯ୍ୟନ୍ତ ଦିଲ୍ଲୀ ଆକାଶ ମାଗୟରେ ଉଡିପରିବନି ଡ୍ରୋନ । ଏ ନେଇ ଦିଲ୍ଲୀ ପୋଲିସ କମିସନର ଏସଏନ ଶ୍ରୀବାସ୍ତବ କହିଛନ୍ତି । ଟ୍ରେନ ସମେତ ପାରା ଗ୍ଳିଡର, ପାରା ମୋଟରସ, ହ୍ୟାଙ୍ଗ ଗ୍ଳିଡର, ଭିଏଭିଏସ, ଭିଏସସ, ମାଇକ୍ରୋଲାଇଟ ଏୟାରକ୍ରାପଟ, ରିମୋଟେଲି…