ରାକ୍ଷୀ ପୂର୍ଣ୍ଣମା ପାଇଁ ରାଜସ୍ଥାନ ସରକାରଙ୍କ ବଡ ଘୋଷଣା
ଜୟପୁର- ରାକ୍ଷୀ ପୂର୍ଣ୍ଣମା ପାଇଁ ରାଜସ୍ଥାନ ସରକାର ଅଶୋକ ଗେହଲଟ ବଡ ଘୋଷଣା କରିଛନ୍ତି । ରାକ୍ଷୀ ଦିନ ରାଜ୍ୟର ସମସ୍ତ ଝିଅ ଓ ମହିଳାଙ୍କୁ ମାଗଣାରେ ବସ୍ ଯାତ୍ରାର ସୁବିଧି ମିଳିବ । ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ଏସି, ଭୋଲଭୋ ଓ ସର୍ବଭାରତୀୟ ଅନୁମୋଦନ!-->!-->!-->…