କରୋନା ନିୟମକୁ ଭାଙ୍ଗି ନକ୍ସଲ ପାଳିଲେ ସହିଦ ସପ୍ତାହ

ମାଲକାନାଗିରି: ପୋଲିସ ଓ ଅର୍ଦ୍ଧସାମରିକ ବାହିନୀକୁ ଚ୍ୟାଲେଞ୍ଜ କରି ମାଲକାନାଗିରି ଅଂଚଳରେ ନକ୍ସଲମାନେ ପାଳନ କରିଛନ୍ତି ସହିଦ ଦିବସ । ସାମାଜିକ ଦୂରତାକୁ ନମାନି ଶହ ଶହ ସଂଖ୍ୟାକ ଲୋକ ଏଥିରେ ସାମିଲ ହୋଇ ସରକାର ବିରୋଧି ନାରା ଦେଇଥିଲେ । ଏଥିସହିତ ମାସ୍କ ପିନ୍ଧି ନ ପିନ୍ଧିବା ସହ କୋଭିଡ…

୫ ଦିନ ପର୍ଯ୍ୟନ୍ତ ବନ୍ଦ ରହିବ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ

କୋରାପୁଟ- ଆଜି ଠାରୁ ୫ ଦିନ ପର୍ଯ୍ୟନ୍ତ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲ ବନ୍ଦ ରହିବ । ଏମର୍ଜେନ୍ସି ବ୍ୟତିତ ଅନ୍ୟ ସମସ୍ତ ବିଭାଗ ବନ୍ଦ ରହିବ । ହସ୍ପିଟାଲ ସୁପରିଟେଂଣ୍ଡେଂଟ ଜିଲ୍ଲାପାଳଙ୍କ ସହ ଆଲୋଚନା କରିବା ପରେ ମେଡିକାଲ ବନ୍ଦ ଘୋଷଣା କରାଯାଇଛି । କରୋପୁଟ…

ବିରିୟାନି ପାଇଁ ମହାଭାରତ

ଭଦ୍ରକ: ବିରିୟାନି ଖାଇବାକୁ କେନ୍ଦ୍ର କରି ଦୁଇ ଗୋଷ୍ଟି ମୁହାଁମୁହିଁ ହୋଇଛନ୍ତି । ଏଥିରେ ଉଭୟ ପକ୍ଷର ୬ ଜଣ ଗୁରୁତର ହୋଇଥିବା ବେଳେ ୫ଟି ବାଇକ୍ ଭାଙ୍ଗିଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଧୂଷୁରୀ ଥାନା ଅନ୍ତର୍ଗତ ଜଗନ୍ନାଥ ସାହି ଗ୍ରାମରେ । ସୂଚନା ଅନୁସାରେ…

ଗାଡି ଚଲାଇବା ବେଳେ ଫୋନରେ କଥା ହେଲେ ୧୦ହଜାର ଫାଇନ

ନୂଆଦିଲ୍ଲୀ- ଏଣିକି ଗାଡି ଚଳାଇବା ବେଳେ ଫୋନରେ କଥା ହେଲେ ଗଣିବେ ୧୦ ହଜାର ତଣ୍ଡ । ଦୁର୍ଘଟଣାକୁ ଏଡାଇବା ପାଇଁ ଉତର ପ୍ରଦେଶ ସରକାର ଯୋଗୀ ଆଦିତ୍ୟନାଥ ଏହି ନିଷ୍ପତି ନେଇଛନ୍ତି । ଯେଉଁବ୍ୟକ୍ତି ଦୁଇ ଚକିଆ ଓ ଚାରି ଚକିଆ ଗାଡି ଚଲାଇଥିବା ବେଳେ ଫୋନାର କଥା ହୋଇ ଧରାପଡନ୍ତି, ତେବେ ସେମାନଙ୍କ…

ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀଙ୍କ କ୍ୱାରେନଟାଇନ ପିରିୟଡକୁ ଛୁଟି ବିବେଚନା ନେଇ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ

ନୂଆଦିଲ୍ଲୀ- କରୋନା ରୋଗୀଙ୍କ ଚିକିତ୍ସା ପାଇଁ ନିୟୋଜିତ ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀଙ୍କ କ୍ୱାରେନଂଟାଇନ ପିରିୟଡକୁ ଛୁଟି ଭାବେ ଗ୍ରହଣ କରାଯାଇଥିବା ପ୍ରଂସଙ୍ଗ ନେଇ ପ୍ରଶ୍ନ ଉଠାଇଛନ୍ତି ସୁପ୍ରିମକୋର୍ଟ । ସେହିପରି ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀଙ୍କ ଦରମା ଠିକ ସମୟରେ ଦିଆଯାଇନଥିବାରୁ…

ହସ୍ପିଟାଲରେ ସୋନିଆ ଗାନ୍ଧି

ନୂଆଦିଲ୍ଲୀ- କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ସାର ଗଙ୍ଗାରାମ ହସ୍ପିଟାଲରେ ଭର୍ତି କରାଯାଇଛି । କେଉଁ କାରଣ ପାଇଁ ସୋନିଆ ମେଡିକାଲରେ ଭର୍ତି ହୋଇଛନ୍ତି ତାହା ସ୍ପଷ୍ଟ ହୋଇନାହିଁ । ହସ୍ପିଟାଲ ଅଧ୍ୟକ୍ଷ ଡା. ଡିଏସ ରାଣା କାହିଛନ୍ତି ଯେ ସୋନିଆ ନିୟମିତ ଟେଷ୍ଟ ପାଇଁ…

ଏଲଏସିରେ ୩୫ ହଜାର ଅତିରିକ୍ତ ଯବାନ ମୁତୟନ କଲା ଭାରତ

ନୂଆଦିଲ୍ଲୀ- ଚୀନକୁ ମୁକାବିଲା କରିବା ପାଇଁ ଆର୍ନ୍ତଜାତୀୟ ସୀମାରେଖା ଇଲାକାରେ ୩୫ ହଜାର ଅତିରିକ୍ତ ଯବାନ ମୁତୟନ କଲା ଭାରତ । ସୂଚନା ଯୋଗ୍ୟଯେ ଭାରତ ଓ ଚୀନ ମଧ୍ୟରେ ୩୪୮୮ କିଲୋମିଟର ଦୀର୍ଘ ସୀମାନ୍ତ ବର୍ତି ଅଂଚଳ ରହିଛି । ଚୀନ ବାରମ୍ବାର ହମଲା କରୁଥିବାରୁ ଭାରତ ୩୫ ହଜାର ଅତିରିକ୍ତ…

କଟକ ଜବାହାରଲାଲ ନେହୁର ଇନ୍ଦୋର ଷ୍ଟାଡିୟମ ହେଲା କୋଭିଡ ସେଂଟର

କଟକ- ୧୫୦ ଶଯ୍ୟା ବିଶିଷ୍ଟ କଟକ ଜବାହାରଲାଲ ନେହୁର ଇନ୍ଦୋର ଷ୍ଟାଡିୟମ ହେଲା କୋଭିଡ କେୟାର ସେଂଟର । ଏନେଇ କଟକ ସିଏମସି ସୂଚନା ଦେଇଛନ୍ତି । ଏହି ଷ୍ଟାଡିୟମ ଭିତରେ ସମସ୍ତ ପ୍ରକାରର ବନ୍ଦୋବସ୍ତ କରାଯାଇଛି ଓ ରୋଗୀଙ୍କ କିପରି ଯତ୍ନ ନିଆଯାଇପାରିବ ସେ ଦିଗରେ ଅଧିକ ଦୃଷ୍ଟି ଦିଆଯିବ ।…

ପ୍ରକାଶ ପାଇଲା ଭିସୁଟର ବି-ଟେକ ଓ ବି-ଆର୍କ ଫାଇନଲ ସେମିଷ୍ଟାର ଫଳାଫଳ

ଭୁବନେଶ୍ୱର- ପ୍ରକାଶ ପାଇଲା ବୀର ସୁରେନ୍ଦ୍ର ସାଇ ବିଶ୍ୱିଦ୍ୟାଳୟର ବିଟେକ ଓ ବି-ଆର୍କ ଶେଷ ସେମିଷ୍ଟାର ଫଳାଫଳ । ବିଟେକ- ବି-ଆର୍କରେ ୯୮% ପରୀକ୍ଷାଥି ପରୀକ୍ଷା ଦେଇଥିଲେ । ଭିସୁଟ ରାଜ୍ୟର ପ୍ରଥମ ବିଦ୍ୟାଳୟ ଭାବେ ୟୁଜି ଓ ପିଜି କୋର୍ସ ଫାଇନାଲ ସେମିଷ୍ଟାର ଅନଲାଇନରେ ସଂପୂର୍ଣ୍ଣ…