ଝାରସୁଗୁଡାରେ ମାତିଛନ୍ତି ଖଣି ମାଫିଆ
ଝାରସୁଗୁଡ଼ା : ଜିଲ୍ଲାର ବିଭିନ୍ନ ଅଂଚଳରେ ଲଘୁ ଖଣିଜ ସମ୍ପଦ ର ବ୍ୟାପକ ଚୋରି ହେଉଛି । ଗ୍ରାମାଞ୍ଚଳ ନିକଟରେ ଥିବା ଜଙ୍ଗଲିଆ ଅଂଚଳ ହେଉ କି ସହରାଞ୍ଚଳ ହେଉ ସବୁ ଅଞ୍ଚଳରେ ଏହି ଖଣି ମାଫିଆ ମାନେ ସକ୍ରିୟ ହୋଇ ରହିଛନ୍ତି । ପ୍ରଶାସନର ନାକ ତଳେ ଖଣିଜ ସମ୍ପଦ ଖୋଲାଖୋଲି ଲୁଟ ହେଉଛି ।!-->…