ସ୍ୱାଧିନତା ଦିବସ ଉତ୍ସବରେ ହେବନି ପରେଡ୍ ପ୍ରଦର୍ଶନୀ
ଭୁବନେଶ୍ୱର: ଆସନ୍ତା ସ୍ୱାଧିନତା ଦିବସ ଉତ୍ସବ ୟୁନିଟ-୩ ସ୍ଥିତ ପ୍ରଦର୍ଶନୀ ପଡିଆରେ ଅନୁଷ୍ଠିତ ହେବ । ମାତ୍ର ପରେଡ୍ ପ୍ରଦର୍ଶନୀ ହେବ ନାହିଁ । ପୋଲିସର ବ୍ୟାଣ୍ଡ ପାଟି ଜାତୀୟ ସଙ୍ଗୀତ ପରିବେଷଣ କରିବେ । ସେହିପରି ୩ଟି ପୋଲିସ ବାହୀନି ଜାତୀୟ ପତାକା ଓ ମୁଖ୍ୟ ଅତିଥିଙ୍କୁ ଅଭିଭାଦନ ଜଣାଇବେ ।!-->…