ଜାପାନ ଭଳି ଭୁଲ କରୁଛି ଭାରତ: ବିରଳ

ନୂଆଦିଲ୍ଲୀ: ଦୀର୍ଘ ବର୍ଷ ପୂର୍ବେ ୧୯୯୦ରେ ଜାପାନ ଯେଉଁଭଳି ଭୁଲ କରିଥିଲା ଭାରତ ତାହାକୁ ଦୋହାରାଉଛି ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଡେପୁଟି ଗଭର୍ଣ୍ଣର ବିରଳ ଆଚର୍ଯ୍ୟ କହିଛନ୍ତି । ସରକାରଙ୍କ ସହ ମତଭେଦ କାରଣରୁ ନିଜ କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ଚାକିରି ଛାଡିଥିବା ବିରଳ…

ରେଳବାଇ ୩୫ ହଜାର କୋଟି କ୍ଷତି ସହିବ

ନୂଆଦିଲ୍ଲୀ: କରୋନା ସଙ୍କଟ ପ୍ରଭାବରେ ଚଳିତ ବର୍ଷ ଭାରତୀୟ ରେଳ ଯାତ୍ରୀ ଭଡ଼ାରେ ୩୦-୩୫ ହଜାର କୋଟି ଟଙ୍କାର କ୍ଷତି ସହିବ ବୋଲି ଆକଳନ କରାଯାଇଛି । ବର୍ତମାନ ରେଳବାଇର ୨୩୦ଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରୁଛି । ସେହି ଟ୍ରେନ୍ଗୁଡ଼ିକର ପ୍ରାୟ ୭୫% ସିଟ୍ରେ ଭର୍ତି ହୋଇଯାଉଛି । କେବଳ ଏକ…

ନାଳରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର

କନ୍ଧମାଳ: କନ୍ଧମାଳ ଜିଲା ଖଜରୀପଡ଼ା ଥାନା ଅନ୍ତର୍ଗତ ଦୁତିମେଣ୍ଡି ଗ୍ରାମ ପଞ୍ଚାୟତର ସମରଡେଗାରେ ଥିବା ଏକ ନାଳରୁ ଗୁରୁବାର ଜଣେ ଅଜଣା ଯୁବକର ମୃତଦେହ ଉଦ୍ଧାର କରାଯାଇଛି ।  ଉକ୍ତ ନାଳରେ ମୃତଦେହ ପଡିଥିବା ଦେଖି ସ୍ଥାନୀୟଲୋକେ ପୁଲିସକୁ ଖବର ଦେଇଥିଲେ । ଖବର ପାଇ ପୁଲିସ ଘଟଣା ସ୍ଥାନରେ…

ଥାନାରେ ଅଭିଯୋଗ କଲେ ପ୍ରକୃତି ମିଶ୍ର

ଭୁବନେଶ୍ୱର: ଏକ ଓଡିଆ ୱେବସାଇଟ୍ ନାଁରେ ମଂଚେଶ୍ୱର ଥାନାରେ ଫେରାଦ ଦେଲେ ସିନେ ଅଭିନେତ୍ରୀ ପ୍ରକୃତି ମିଶ୍ର । ତାଙ୍କ ଚରିତ୍ରକୁ ଖରାପ କରିବା ସହ ପରିବାର ଲୋକଙ୍କ ବିରୋଧରେ ଆପତିଜନକ ମନ୍ତବ୍ୟ ଦିଆଯାଇଥିବା ନେଇ ସେ ଅଭିଯୋଗ କରିଛନ୍ତି । ଯେଉଁଥିପାଇଁ ଭାରାକ୍ରାନ୍ତ ହୋଇଥିବା ସେ…

ଲକଡାଉନ୍ ଓ ସଟଡାଉନ୍ ଆଉ କରନ୍ତୁ ନାହିଁ: ସୁର ରାଉତରାୟ

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ଅନଲକ୍-୩ କ୍ରମେ ଓଡିଶା ସରକାର ସମସ୍ତ କ୍ଷେତ୍ରକୁ ଖୋଲି ଦିଅନ୍ତୁ ବୋଲି କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ କହିଛନ୍ତି । ସେ କହିଛନ୍ତି ଯେ ଜୀବନ ସହ ଜୀବିକା ଆହୁରୀ ଗୁରୁତ୍ୱପୂର୍ଣ୍ଣ , ସେଥିପାଇଁ ଦୋକାନ ବଜାର ସହ ସମସ୍ତଙ୍କୁ ଖୋଲାଖୋଲି ଭାବେ କାମ…

ସନ୍ଧାନୀ କୁକୁରକୁ ମିଳିଲା ପୋଲିସ ମର୍ଯ୍ୟାଦା

ନବରଙ୍ଗପୁର: ସନ୍ଧାନୀ କୁକୁର ତାରାକୁ ମିଳିଲା ପୋଲିସ ମର୍ଯ୍ୟାଦା । ମୃତ୍ୟୁ ପରେ ପୋଲିସ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି । ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲାରେ । ତାରା ଜିଲ୍ଲା ପୋଲିସରେ ୧୨ ବର୍ଷ ଧରି କାମ କରୁଥିଲା । ଏହି ସମୟସୀମା ମଧ୍ୟରେ ସେ ଅନେକ…

କୋରାପୁଟ ଜିଲ୍ଲା ୪୮ ଘଂଟା ପାଇଁ ସଟଡାଉନ୍

କୋରାପୁଟ: କୋରାପୁଟ ଜିଲ୍ଲାକୁ ୪୮ ଘଂଟା ପାଇଁ ସଟଡାଉନ୍ କରାଯାଇଛି । ୩୦ ତାରିଖ ମଧ୍ୟରାତ୍ରରୁ ଅଗଷ୍ଟ ୧ ମଧ୍ୟରାତ୍ର ଯାଏ ଜିଲ୍ଲାକୁ ସଟଡାଉନ୍ ଘୋଷଣା କରିଛନ୍ତି ଜିଲ୍ଲାପାଳ । ୨୪ ଘଂଟାରେ ଜିଲ୍ଲାରେ ୬୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହେବାପରେ , ଜିଲ୍ଲା ପ୍ରସାଶନ ପକ୍ଷରୁ ଏଭଳି ପଦକ୍ଷେପ…

ଭୁବନେଶ୍ୱରରୁ ୧୦୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ: ସୁସ୍ଥ ହେଲେ ୧୨୩

ଭୁବନେଶ୍ୱର- ଭୁବନେଶ୍ୱରରୁ ପୁଣି ନୂଆ ୧୦୫ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରର ୫୯ ହୋଇଥିବା ବେଳ ୪୬ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ବୋଲି ବିଏମସି ପକ୍ଷରୁ ସୂଚନା ମିଳିଛି । ନୟାପଲ୍ଲୀ ନୂଆସାହିରୁ ୯, ନୟାପଲ୍ଲୀର ଅନ୍ୟ ଏକ ଅଂଚଳରୁ…

ସୁପ୍ରିମକୋର୍ଟ ଗଲେ କେନ୍ଦ୍ରାପଡା ବିଜେଡି ସାଂସଦ ଅନୁଭବ ମହାନ୍ତି

ନୂଆଦିଲ୍ଲୀ- ଫସଲ ନଷ୍ଟ କରଥିବା ବନ୍ୟଜନ୍ତୁ ହତ୍ୟା ବିରୋଧରେ ସୁପ୍ରିମକୋର୍ଟ ଗଲେ କେନ୍ଦ୍ରାପଡା ବିଜେଡି ସାଂସଦ ଅନୁଭବ ମହାନ୍ତି । କୋର୍ଟରେ ଅନୁଭବ ଏକ ଆବେଦନ ଦାଖଲ କରିଥିଲେ । ସୁପ୍ରିମକୋର୍ଟ ଏହି ଆବେଦନକୁ ଗ୍ରହଣ କରି ବିହାର, ହିମାଚଳପ୍ରଦେଶ ଓ କେରଳ ସରକାରଙ୍କୁ ଜବାବ ଦାଖଲ କରିବା…

ରାକ୍ଷୀପୂର୍ଣ୍ଣିମା ସହ ଜଡ଼ିତ ଜଣାଅଜଣା କଥା

ଅଗଷ୍ଟ ୩ ରାକ୍ଷୀପୂର୍ଣ୍ଣିମା।ଏହି ପର୍ବରେ ଭଉଣୀ ଭାଇ ହାତରେ ରାକ୍ଷୀ ବାନ୍ଧି ସୁଖସମୃଦ୍ଧିର କାମନା କରିଥାଏ। ଏହା ବଦଳରେ ଭାଇଟିଏ ଭଉଣୀର ସାରା ଜୀବନ ନିଜ ଭଉଣୀର ରକ୍ଷା କରିବାର ସଂକଳ୍ପ କରିଥାଏ। ଏହି ରକ୍ଷା ବନ୍ଧନକୁ ନେଇ ବହୁ କାହାଣୀ ରହିଛି । ଜାଣନ୍ତୁ……ଏହି ପବିତ୍ର ରାକ୍ଷୀ…