ଦିଲ୍ଲୀରେ କମିବ ଡିଜେଲ ଦର
ନୂଆଦିଲ୍ଲୀ-ଦିଲ୍ଲୀରେ ଡିଜେଲ ଦର ହ୍ରାସ କରିବା ପାଇଁ ସରକାର ନିଷ୍ପତି ନେଇଛନ୍ତି । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଅଧ୍ୟକ୍ଷତାରେ ଗୁରୁବାର ଦିନ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଡିଜେଲ ଉପରେ ଲାଗୁ ହୋଇଥିବା ୩୦ ପ୍ରତିଶତ ଭାଟକୁ ୧୬.୭୫%କୁ ହ୍ରାସ କରାଯିବ ବୋଲି ନିଷ୍ପତି ହୋଇଛି!-->…