ଅନଲକ-୩ର ନୂଆ ଗାଇଡଲାଇନ
ଭୁବନେଶ୍ୱର- ଅଗଷ୍ଟ୧ରୁ ଆରମ୍ଭ ହେବକୁ ଯାଇଛି ଅନଲକ-୩ । ଏଥିପାଇଁ କେନ୍ଦ୍ର ସରକାରଙ୍କପକ୍ଷରୁ ବିଭିନ୍ନ ଗାଇଡଲାଇନ ଜାରି କରାଯାଇଛି । ୧- ପୂର୍ବରୁ କରୋନା ସଂକ୍ରମଣକୁ ରୋକିବା ପାଇଁ ଜାରି କରାଯାଇଥିବା ରାତ୍ରକାଳୀନ କର୍ଫୁ୍ୟକୂ ଅନଲକ-୩ରେ ସଂପୂର୍ଣ୍ଣ ଭାବେ ଉଠାଇ ଦିଆଯିବ । ୨- ସାଧାରଣ!-->…