ଏବେ ଗଣ ସଂକ୍ରମଣ!
ଓଡ଼ିଶାରେ ଗତ ଦୁଇ ସପ୍ତାହ ଧରି କୋଭିଡ-୧୯ ପଜେଟିଭ ସଂଖ୍ୟା ରାଜ୍ୟକୁ ଅନାଇଲେ, ଅହେତୁକ ଭାବେ ବୃଦ୍ଧି ପାଇଛି ବୋଲି କୁହାଯାଇପାରେ । ସଂକ୍ରମଣ ସହରରୁ ସହର, ଗାଁ’ରୁ ଗାଁ ଏବଂ ଜିଲ୍ଲାରୁ ଜିଲ୍ଲାକୁ ବ୍ୟାପିଚାଲିଛି । ଯଦିଓ ଇଶ୍ୱରଙ୍କ କୃପାରୁ ଉତମ ଚିକିସ୍ଛା ଯୋଗୁ ପ୍ରଥମ ପଜେଟିଭ ଆକ୍ରାନ୍ତ!-->…