ଆଦିତ୍ୟ ଦାଶ ମୃତ୍ୟୁ ଘଟଣାର ତଦନ୍ତ ରିପୋର୍ଟ ମାଗିଲେ ଏନଏଚଆରସି
ଭୁବନେଶ୍ବର : ମାନବପ୍ରେମୀ ତଥା ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ଘଟଣାର ଜିଆରପି ତଦନ୍ତ କରୁଥିବା ବେଳେ ଜାତୀୟ ମାନବାଧିକାର ଆୟୋଗ (ଏନଏଚଆରସି ) କାର୍ଯ୍ୟନୁଷ୍ଠାନ ରିପୋର୍ଟ ମାଗିଛନ୍ତି। ତେବେ ୪ ସପ୍ତାହ ମଧ୍ୟରେ ରିପୋର୍ଟ ଦେବା ପାଇଁ ନିର୍ଦେଶ ଦିଆଯାଇଛି। ଜାତୀୟ ମାନବାଧିକାର ଆୟୋଗ ପୁଲିସ!-->…