ବାଘ ଲାଗି ସୁହାଉନାହିଁ ଓଡ଼ିଶା ଜଙ୍ଗଲ: ୨୦୦୨ରେ ୧୯୨ ବାଘ, ୨୦୧୮ରେ ମାତ୍ର ୨୮
ଭୁବନେଶ୍ୱର : ନିକଟରେ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ପକ୍ଷରୁ ୨୦୧୮ ମସିହାର ବାଘ ଗଣନା ରିପୋର୍ଟ ପ୍ରକାଶିତ ହୋଇଛି। ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ (ଏନଟିସିଏ) ଓ ବିଭିନ୍ନ ରାଜ୍ୟର ଜଙ୍ଗଲ ବିଭାଗ ଏବଂ ସ୍ୱେଚ୍ଛାସେବୀ ସଂଗଠନ ସହାୟତାରେ ଏହି ଗଣନା କରାଯାଇଥିଲା। ପ୍ରତି!-->…