ଭାରତରେ ପଂହଚିବ ୫ ରାଫେଲ ଫାଇଟର
ନୂଆଦିଲ୍ଲୀ- ଆଜି ଭାରତରେ ପଂହଚିବ ୫ ରାଫେଲ ଜେଟ । ଫ୍ରାନ୍ସରୁ ଉଡାଣ କରିଥିବା ଏହି ଜେଟ ହରିଆଣାର ଅମ୍ବାଲା ଏୟାରବେସରେ ପହଂଚିବ । ୧୨ ଯୋଦ୍ଧା ପାଇଲଟ ଏହାକୁ ଭାରତ ଆଣୁଛନ୍ତି । ରାସ୍ତାରେ ଆବୁଧାବିରେ କିଛି ସମୟ ରହଣି ପରେ ପୁଣି ଉଡାଣ ଆରମ୍ଭ କରିଛନ୍ତି । ଆକାଶରୁ ଭୂପୃଷ୍ଠକୁ ନିକ୍ଷେପ!-->…