୨୮ ଜିଲ୍ଲାରୁ ୧୦୬୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର- ରାଜ୍ୟରେ କରୋନା ସ୍ଥିତି ହୁ ହୁ ହୋଇ ବଢିବାରେ ଲାଗିଛି । ପ୍ରତ୍ୟେକ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ରେକର୍ଡ ପାର କରୁଛି । ଗତ ୨୪ ଘଂଟାରେ ୧୦୬୪ ନୂଆ କରେନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ୬୬୨ ସଙ୍ଗରୋଧ କେନ୍ଦ୍ରର ହୋଇଥିବା ବେଳ ୪୦୬ ସ୍ଥାନୀୟ ସଂକ୍ରମିତ!-->…
୨୬ ବର୍ଷ ପରେ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ
ପୁରୀ- ଆସନ୍ତା ନଭେମ୍ବର ୨୭ରେ ତାରିଖରେ ପଡୁଛି ଶ୍ର୍ରୀଜିଉଙ୍କ ନାଗାର୍ଜୁନ ବେଶ । ଦୀର୍ଘ ୨୬ ବର୍ଷ ପରେ ପୁଣି ଥରେ ନାଗାର୍ଜୁନ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ । ଚଳିତ ବର୍ଷ କାର୍ତିକ ମାସରେ ମହାପ୍ରଭୁଙ୍କ ଏହି ଦୁର୍ଳଭ ବେଶ ଅନୁଷ୍ଠିତ ହେବ । ୨୬ ବର୍ଷ ପରେ ଏହି ବେଶ!-->…
ଦି’ପଦ ଦୁଃଖର ଦାବିନାମା
ବିଶ୍ରାମରେ ସୁଖକି ଆଶ୍ରମରେ ଶାନ୍ତି ଅଛିକି ନାହିଁ, କେବେ ଖୋଜିନି – ଜାଣିନି । ଆଶ୍ରମ ଆଉ ବିଶ୍ରାମ – ଏ ଦୁଇଟି ଭିତରୁ ସୁଖ ଶାନ୍ତିର ଠିକଣା ନଖୋଜିମୁଁ ବରଂ ଦୁଃଖ ସହିତ ଦୁଇପଦ କଥା ହେବି କେଉଁଠି । ସେ ଦୁଃଖ – କେତେ ମଣିଷର, କେତେ ଦିଗକୁ ଅନାଇ ରହିଥିବା ଅନେକ ଆଖିର, ହଜାରେ ହୃଦୟର,!-->…
ଭୟ ମଣିଷକୁ ଦୁର୍ବଳ ନକରୁ
ସମ୍ପ୍ରତି କରୋନା ମହାମାରୀ ସାରା ବିଶ୍ୱକୁ ବ୍ୟତିବ୍ୟସ୍ତ କରିସାରିଲାଣି । ଏହାର ଭୂତାଣୁ ସର୍ବ ପ୍ରଥମେ ଚୀନ୍ କହିବାନୁଯାୟୀ ଉହାନ ପ୍ରଦେଶର ଏକ ବାଦୁଡି ମାର୍କେଟରୁ ଲୋକଙ୍କୁ ବ୍ୟାପିଛି । ତେବେ ସାରା ବିଶ୍ୱରେ ଏହି ଭୂତାଣୁ ଜନିତ ଆକ୍ରନ୍ତଙ୍କ ସଂଖ୍ୟା ଏବେ ଏକ କୋଟି ଟପି ସାରିଲାଣି ।!-->…
କରୋନା ମୃତକଙ୍କୁ ଅଣଦେଖା ନକରିବାକୁ ନିର୍ଦେଶ
ଭୁବନେଶ୍ୱର : ରାଜ୍ୟରେ କରୋନାରେ ମୃତକଙ୍କ ପ୍ରତି ଅସନମ୍ମାନ ଦିନକୁ ଦିନ ବଢି ଚାଲିଥିଲା ବେଳେ ପରିବାର ଲୋକ ମଧ୍ୟ ଅକଥନୀୟ ଦୁର୍ଦ୍ଧଶାର ସମ୍ମୁଖୀନ ହେଉଛନ୍ତ । ସାହି ପଡିଶା, ବନ୍ଧୁ ବାନ୍ଧବ ଶବ ସତ୍କାର ନିମନ୍ତେ ଧରାଛୁଆଁ ଦେଉ ନାହାନ୍ତି । ଫଳରେ ଘଂଟା ଘଂଟା ଧରି ପଡି ରହୁଛି ଶବ ।!-->…
ଗଜପତିରେ ଏଣିକି ୪ ଦିନ ସଟଡାଉନ୍, ୩ଦିନ ଲକଡାଉନ୍
ଗଜପତି : ଗଜପତି ଜିଲ୍ଲାରେ କରୋନା ସଂକ୍ରମଣ ନିୟନ୍ତ୍ରଣ ପାଇଁ ଜିଲାପାଳ ଅନୁପମ ଶାହା ଜିଲାକୁ ସପ୍ତାହର ୪ଦିନ ସଟଡାଉନ୍ ଘୋଷଣା କରିଛନ୍ତି । ଗୁରୁବାର ଠାରୁ ରବିବାର ପର୍ଯ୍ୟନ୍ତ ସଟଡାଉନ୍ ରହିବ । ତେବେ ପୂର୍ବ ଭଳି ସୋମବାରଠୁ ବୁଧବାର ପର୍ଯ୍ୟନ୍ତ ୩ଦିନ ଲକ୍ଡାଉନ୍ କଟକଣା ଜାରି ରହିବ ବୋଲି!-->…
ଦେଶରେ ୨୯୬୭ ବାଘ : ଓଡିଶାରେ ୨୮
ନୂଆଦିଲ୍ଲୀ: ଦେଶରେ ମୋଟ୍ ୨୯୬୭ ବାଘ ଅଛନ୍ତି ବୋଲି ୨୦୧୮-୧୯ ବର୍ଷର ଚତୃର୍ଥ ପର୍ଯ୍ୟାୟ ବାଘ ଗଣନା ରିପୋର୍ଟରେ କୁହାଯାଇଛି । କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରକାଶ ଜାଭେଦ କର ଆଜି ଏହି ରିପୋର୍ଟକୁ ଉନ୍ମୋଚନ କରିଛନ୍ତି । ପ୍ରକାଶିତ ରିପୋର୍ଟ ଅନୁଯାୟୀର ଦେଶରେ ଗତ ୪ବର୍ଷ ମଧ୍ୟରେ!-->…
ଦେଶରେ ୪୭,୭୦୩ ଆକ୍ରାନ୍ତ : ୬୫୪ ମୃତ
ନୂଆଦିଲ୍ଲ: ଦେଶରେ କରୋନା ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ଦ୍ରୁତ ଗତିରେ ବଢି ଚାଲିଥିଲା ବେଳେ ଗତ ୨୪ ଘଂଟାରେ ୪୭ ହଜାର ୭୦୩ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିସହ ଆକ୍ରାନ୍ତଙ୍କ ସଂଖ୍ୟା ୧୪ ଲକ୍ଷ ୮୩ ହଜାର ୧୫୬ରେ ପହଞ୍ଚିଛି । ସେହିପରି ଗୋଟିଏ ଦିନରେ ୬୫୪ଜଣଙ୍କ ପ୍ରାଣ!-->…
ପ୍ଲାଜମା ଦେଲା ଜୀବନ ଦାନ
ବ୍ରହ୍ମପୁର: ଗୁରୁତର କରୋନା ସଂକ୍ରମଣ ରୋଗୀ ପାଇଁ ପ୍ଲାଜମା ଏବେ ସଂଜୀବନି ସଦୃସ୍ୟ ହୋଇଛି । ଆଜି ଗଂଜାମ ଜିଲାର ଶିତଳା ପରିସ୍ଥିତ ଟାଟା କୋଭିଡ ହସ୍ପିଟାଲରେ ପ୍ଲାଜମା ନେଇଥିବା ୩ଜଣ ଗୁରୁତର ରୋଗୀ ସୁସ୍ଥ ହୋଇଛନ୍ତି ବୋଲି ଜିଲ୍ଲାପାଳ ଟ୍ୱିଟ୍ କରି କହିଛନ୍ତି । ଏଥି ଲାଗି ସେ ଡାକ୍ତର!-->…