୫୦୦ ଟେଷ୍ଟ ୱିକେଟ୍ କ୍ଲବରେ ଷ୍ଟୁଆର୍ଟ ବ୍ରଡ଼: ଇତିହାସ ରଚିବାରେ ବିଶ୍ବର ୭ମ ବୋଲର
ମାଞ୍ଚେଷ୍ଟରର ଓଲ୍ଡ଼ ଟ୍ରାଫର୍ଡ଼ ପଡ଼ିଆରେ ଇଂଲଣ୍ଡ-ୱେଷ୍ଟଇଣ୍ଡିଜ୍ ତିନି ମ୍ୟାଚର ଶୃଙ୍ଖଳାର ଅନ୍ତିମ ତଥା ନିର୍ଣାୟକ ମ୍ୟାଚରେ ଇତିହାସ ସୃଷ୍ଟି କରିଛନ୍ତି ଷ୍ଟୁଆର୍ଟ ବ୍ରଡ଼ । ୱେଷ୍ଟଇଣ୍ଡିଜର ଓପନିଂ ବ୍ୟାଟ୍ସମ୍ୟାନ କ୍ରେଗ ବ୍ରେଥବେଟଙ୍କୁ ଲେଗ୍ ବିଫୋର ଆଉଟ କରି ନିଜ ଦଳ ପାଇଁ ତ ସଫଳତା!-->…